ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା ହେବାକୁ ଯାଉଛି |

ପୁରୀ13/11/2023: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତ ମାନଙ୍କ ଦର୍ଶନ ପାଇଁ ଖୁବଶୀଘ୍ର ନିଆଯିବ ସ୍ୱତନ୍ତ୍ର ପଦକ୍ଷେପ। ଆଗାମୀ ଦିନରେ, ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବା ପରେ ଉତ୍ତର ଦ୍ୱାର…