ଓଡ଼ିଶା ର ଦ୍ଵିତୀୟ ଅର୍କ କ୍ଷେତ୍ର ବା ଦ୍ୱିତୀୟ କୋଣାର୍କ ଭାବେ ବେସ ପରିଚିତ ବୁଗୁଡ଼ା ବିରଞ୍ଚି ନାରାୟଣ ମନ୍ଦିର l

ଗଞ୍ଜାମ22/11/2023; ସୂର୍ଯ୍ୟ ମନ୍ଦିର କହିଲେ ପ୍ରଥମେ ଆମ ମାନଙ୍କ ମନକୁ ଆସେ କୋଣାର୍କର ସୂର୍ଯ୍ୟ ମନ୍ଦିର | କିନ୍ତୁ ଆଜି ଆମେ ଆପଣକୁ ଦେଖାଇବୁ ଦ୍ଵିତୀୟ ଅର୍କ…