ଆଜିଠାରୁ ବଦ୍ରିନାଥ ଧାମର କବାଟ ବନ୍ଦ, 15 କ୍ୱିଣ୍ଟାଲ ମାରିଗୋଲ୍ଡ ଫୁଲରେ ସଜାଯାଇଛି ବଦ୍ରୀନାଥ ମନ୍ଦିର ।

ଉତ୍ତରାଖଣ୍ଡ18/11/2023; ଉତ୍ତରାଖଣ୍ଡରେ ଅବସ୍ଥିତ ବଦ୍ରିନାଥ ଧାମର କବାଟ ଆଜିଠାରୁ ବନ୍ଦ ରହିଛି। ଏହାପୂର୍ବରୁ ବଦ୍ରିନାଥ ମନ୍ଦିରକୁ ଶନିବାର ଦିନ 15 କ୍ୱିଣ୍ଟାଲ ମାରିଗୋଲ୍ଡ ଫୁଲରେ ସଜାଯାଇଥିଲା। ନଭେମ୍ବର…