ଫ୍ରିଜରେ କେତେଦିନ ଖାଦ୍ୟ ରଖିଲେ ପାଲଟିଥାଏ ବିଷ, ଜାଣନ୍ତୁ ବିଶେଷଜ୍ଞଙ୍କ ରାୟ

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ଲୋକଙ୍କ ନିକଟରେ ସତେଜ ଖାଦ୍ୟ ଖାଇବାକୁ ମଧ୍ୟ ସମୟ ନାହିଁ । ଫଳରେ ସେମାନେ ଖାଦ୍ୟ ରାନ୍ଧି ଏହାକୁ ଫ୍ରିଜରେ ରଖିଦିଅନ୍ତି…