ଜାଲରେ ପଡି ଚାଲିଗଲା ଅଭିଯୁକ୍ତର ଜୀବନ

ଜାଲରେ ପଡି ଚାଲିଗଲା ଅଭିଯୁକ୍ତ ନାବାଳକ ର ଜୀବନ। ଛତିଶଗଡ଼ରେ ଏକ ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଜଣଙ୍କ ରେଙ୍ଗାଲି ଥାନା ଅଞ୍ଚଳରେ ବାରହା ପାଇଁ ବିଛା ଯାଇଥିବା ଜାଲରେ ପଡି ମୃତ୍ୟୁବରଣ କରିଛି। ପୋଲିସ ଭୟରେ ମୃତ ନାବାଳକ ଜଣଙ୍କ ଫେରାର ହୋଇଆସି ତାର ସମ୍ପର୍କୀୟ ମାମୁ ଘରେ ଆସି ରହିଥିଲା ।

Leave a Reply

Your email address will not be published. Required fields are marked *