ଆଜି( ପରୀକ୍ଷା ପେ ଚର୍ଚ୍ଚା ) ଯୋଡି ହୋଇଛନ୍ତି ରାଜ୍ୟର 26 ହଜାର ଛାତ୍ରଛାତ୍ରୀ

ଫୋକସ ପ୍ଲସ (ବ୍ୟୁରୋ )1.04.2022 ଶୁକ୍ରବାର ନୂଆଦିଲ୍ଲୀ ତାଲକଟୋରା ଷ୍ଟାଡିୟମ ରେ (ପରୀକ୍ଷା ପେ ଚର୍ଚ୍ଚା )ର ପଞ୍ଚମ ସଂସ୍କରଣ ଅନୁଷ୍ଠିତ ହୋଇଛି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀ , ଶିକ୍ଷକ ଏବଂ ଅଭିଭାବକ ଙ୍କୁ ଶିକ୍ଷା ଓ ପରୀକ୍ଷା ସମ୍ପର୍କ ରେ ପରାମର୍ଶ ଦେଇଛନ୍ତି l ଛାତ୍ରଛାତ୍ରୀ ,ଶିକ୍ଷକ ଓ ଅଭିଭାବକମାନେ ସିଧାସଳଖ ପ୍ରଧାନମନ୍ତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି କୋଭିଡ କଟକଣା ପାଇଁ କେବଳ ଦିଲ୍ଲୀ ଏନସିଆର ,ଉତ୍ତରପ୍ରଦେଶ ଓ ହରିୟାଣା ର ଏକ ହଜାର ଛାତ୍ରଛାତ୍ରୀ ଷ୍ଟାଡିୟମ ରେ ଯୋଗ ଦେଇଛନ୍ତି l ଏହା ସହ ଭରଚୁଆଲ ରେ ଦେଶ ଓ ଦେଶ ବାହାରୁ ଛାତ୍ରଛାତ୍ରୀ ଯୋଡି ହୋଇଥିଲେ l ଏହି କାର୍ଯ୍ୟକ୍ରମ ରେ ରାଜ୍ୟରୁ ପ୍ରାୟ 26 ହଜାର ରୁ ଅଧିକ ଛାତ୍ରଛାତ୍ରୀ ,4896 ଶିକ୍ଷକ -ଶିକ୍ଷୟତ୍ରୀ ,1223 ଜଣ ଅଭିଭାବକ ଯୋଗ ଦେଇଛନ୍ତି l l

Leave a Reply

Your email address will not be published. Required fields are marked *