ଉତ୍ତର, ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତର କିଛି ଅଂଶରେ ଅତ୍ୟଧିକ ଉତ୍ତାପ; ଭାରତୀୟ ପାଣିପାଗ ଭିଭାଗ ର ପୂର୍ବାନୁମାନ

ଆସନ୍ତା ଦିନ ପାଇଁ ଉତ୍ତର, ପଶ୍ଚିମ କେନ୍ଦ୍ରୀୟ ଭାରତର କିଛି ଅଂଶରେ ଅତ୍ୟଧିକ ଉତ୍ତାପ ବୁଦ୍ଧି ହେବ ବୋଲି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ ଏହି ଅଞ୍ଚଳରେ ଯଥା ରାଜସ୍ଥାନ, ଗୁଜୁରାଟ, ହରିୟାଣା, ପଞ୍ଜାବ, ଦିଲ୍ଲୀ, ଜମ୍ମୁକାଶ୍ମୀର , ହିମାଚଳ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର କିଛି ଅଂଶ ରେ ତାପମାତ୍ରା ବଢିବl IMD ଦ୍ୱାରା ପୂର୍ବାନୁମାନ ଅନୁଯାୟୀ ନିକଟ ଭବିଷ୍ୟତରେ ଏହି ଅଞ୍ଚଳରେ କୌଣସି ବର୍ଷା ହେବାର ସମ୍ଭାବନା ନାହିଁ | ଏହା କେତେ ଦିନ ଧରି ଏହିପରି ରହିବ ତାହା ସ୍ପଷ୍ଟ ହୋଇପାରିନି l

Leave a Reply

Your email address will not be published. Required fields are marked *