କୁମ୍ଭୀର ମୁହଁ ରେ ଜାଲ

ଗୁଡ଼ାଇ ହୋଇରହି ଥିବା ଦେଖାଯାଇଥିଲା. ଆଠଗଡ ବନବିଭାଗ, ଚନ୍ଦକା ବନବିଭାଗ, ନନ୍ଦନକାନନ ବିଶେଷଜ୍ଞ ଟିମ ତଥା ସ୍ଥାନୀୟ ମାଛ ଧରାଳି ଙ୍କ ସହାୟତା ରେ କୁମ୍ଭୀର ଟିକୁକାବୁ କରାଯାଇଥିଲା.ଘଡ଼ିଆଳପ୍ରଜାତି ର  କୁମ୍ଭୀର  ଙ୍କ ସୁରକ୍ଷା ପାଇଁ ସାଟେଲାଇଟ ଟ୍ରାନ୍ସମିଟର ଖଞ୍ଜାଯାଇଛି.ଏଭଳି କୁମ୍ଭୀର  ସାଧାରଣତ କ୍ଷତି ସାଧନ କରିନଥାଏ ଓ ନିରୀହ ପ୍ରକୃତି ର ବୋଲି ବନବିଭାଗ ବିଶେଷଜ୍ଞ ପ୍ରକାଶ କରିଛନ୍ତି. କୁମ୍ଭୀର କୁ ମହାନଦୀ ରେ ପୁଣି  ଛାଡି ଦିଆଯାଇଛି।

କଟକ ସାଲେପୁର ରୁ ସ୍ୱଦେଶ ରଞ୍ଜନ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *