ପିଲା ଚୋରି ସନ୍ଦେହ, ଯୁବକଙ୍କୁ ନିସ୍ତୁକ ମାଡ

ଫୋକସ ପ୍ଲସ ୨/୬/୨୨(ବୌଦ୍ଧ):ଚୋରିକରି ଆସିଥିବା ସଂନ୍ଦେହେ ରେ ଯୁବକ ଉତ୍ତମ ମଧ୍ୟ୍ୟମ ଦେବା ସହ ପୋଲିସ କୁ ଜିମାଦେଲେ ଗ୍ରାମବାସୀ ଏଭଳି ଏକ ଘଟଣା ଘଟିଛି, ବୌଦ୍ଧ ଜିଲ୍ଲା ସଦର ବ୍ଲକ ମନମୁଣ୍ଡା ଥାନା ନୂଆଁପାଲି ଗାଁରେ ସୂଚନା ଅନୁସାରେ ଗତକାଲି ରାତି 1ଘଣ୍ଟା ସମୟରେ ଗାଁର ଏକ ଯୌନିକ ବ୍ୟକ୍ତି ଙ୍କ ଘରକୁ ପଶି ଥିବା ବେଳେ ଘର ଲୋକ ଯୁବକକୁ ଦେଖିଥିଲେ ଏବଂ ପରିବାର ଲୋକ ପାଖ ପଡୋଶୀଙ୍କ ସହାୟତା ରେ ଯୁବକ କୁ କାବୁ କରିବା ସହ ଚୋରି କରିଆସିଥିବା ସଂନ୍ଦେହେ ରେ ନିସ୍ତୁକ ମାଡ଼ ମାରିବା ସହ ମନମୁଣ୍ଡା ଥାନାକୁ ଖବର ଦେଇଥିଲେ ରାତି 3ଘଣ୍ଟା ସମୟ ରେ ପୋଲିସ ପହଂଚି ଯୁବକକୁ ଉଦ୍ଧାର କରିଥାନା କୁ ଆଣିଥିବା ବେଳେ ଯୁବକ ଜଣଙ୍କ ଚୋରି ଉଦେଶ୍ୟ ରେ ଆସିଥିଲେ ନା ଆଉ କିଛି ଉଦେଶ୍ୟ ରେ ଆସିଥିଲେ ତାହା ପୋଲିସ ତଦନ୍ତ ପରେ ଜଣାପଡୁଛି ଆମେ ଏ ସମ୍ପର୍କ ରେ ଥାନା ଅଧିକାରି ଙ୍କୁ ପଚାରିବାରୁ ରାତି ସମୟରେ ଅଣାଯାଇଛି ଯୁବକ କୁ ଆଜି ପଚାରା ଉଚାର କରାଯିବ ବୋଲି iic ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *