ବର୍ତ୍ତମାନର ବଡଖବର

୧-ବାତ୍ୟା ନୁହେଁ ; କେବଳ ବର୍ଷା,୧୦ ସନ୍ଧ୍ୟାରୁ ୧୨ ଯାଏଁ ଉପକୂଳରେ ବର୍ଷା, ଗୋପାଳପୁରରୁ ପୁରୀ ମଧ୍ୟରେ ଦୁର୍ବଳ ହେବ।

୨-ଭୁବନେଶ୍ୱର:ମହିଳା ବିଜ୍‌ନେସ୍ ମେଳା -୨୦୨୨ ଉଦ୍‌ଯାପିତ।ମହିଳା ସଶକ୍ତ ହେଲେ ସମାଜ ଆଗକୁ ବଢିବ: ରାଜ୍ୟପାଳ

୩-ଖରିଫ ଫସଲ ଅଭିଯାନ ୨୦୨୨: ଚାଷୀଙ୍କୁ ମିଳିବ ୯ ହଜାର କୋଟି ଋଣ।

୪-ଆନ୍ଧ୍ର-ଓଡିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା ଆସାନି: ଏସ୍‌ଆରସି।୯୦ରୁ ୧୦୦ କିମି ଦୂର ଦେଇ ବାତ୍ୟା ଯାଇପାରେ।

୫-ମହାନତାର ମସିହା ସାଜିଲା ଟାଙ୍ଗୀ ପୋଲିସ: ଟ୍ରକରୁ ଖସି ପଡିଥିବା ୩ ଲକ୍ଷ ଟଙ୍କାର ଲୁଗା ଗଣ୍ଠିଲିକୁ ଡ୍ରାଇଭରକୁ କଲା ହସ୍ତାନ୍ତର।

୬-ପଦ୍ମଶ୍ରୀ ରଜତ କରଙ୍କ ଦେହାନ୍ତ, ୮୮ ବର୍ଷରେ ଘରୋଇ ହସ୍ପିଟାଲରେ ବୁଜିଲେ ଆଖି।

୭-ଭୀଷଣ ବାତ୍ୟାରେ ପରିଣତ ହେଲା ଅସାନି, ପୁରୀ ଠାରୁ ୮୮୦ କିମି ଦୂରରେ କେନ୍ଦ୍ରୀଭୂତ।

୮-ଡେରାବିଶ: ଦାମୋଦର ପାଠାଗାର ତରଫରୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

୯-IPL 2022: ଦିଲ୍ଲୀ ବିପକ୍ଷରେ ଚେନ୍ନାଇର ଦମଦାର ବିଜୟ, ରୋଚକ ହେଲା ପ୍ଲେ ଅଫ ଦୌଡ।

୧୦-ରାଧାରାଣୀ ପଣ୍ଡା ହେଲେ ବ୍ରଜରାଜନଗରର ବିଜେପି ପ୍ରାର୍ଥୀ,ଶେଷ ହେଲା ଅଙ୍କକଷା।

୧୧-ବିଶ୍ୱ ମାତୃ ଦିବସ ଅବସରରେ ‘କାଦମ୍ବିନୀ’ ଓ ଶିଶୁ ପତ୍ରିକା ‘କୁନିକଥା’ ପକ୍ଷରୁ ଆୟୋଜିତ ହୋଇଛି ବନ୍ଧୁମିଳନ।

୧୨-ନ୍ୟାସନାଲ ଫାମିଲି ହେଲ୍ଥ ସର୍ଭେରୁ ଚିନ୍ତାଜନକ ତଥ୍ୟ; ଘରୋଇ ହିଂସାର ଶିକାର ହେଉଛନ୍ତି ୩୩ ପ୍ରତିଶତ ମହିଳା।

୧୩-ନୂଆ ଦିଲ୍ଲୀ: ଦେଶରେ ବେକାରୀ ହାର ୭.୮୩%କୁ ବଢିଲା।

୧୪-ଚତୁର୍ଥ ଲହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବ, ହସ୍ପିଟାଲାଇଜେସନ କମ୍ ରହିବ: ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ

୧୫-ମସ୍କୋ/କିଭ୍‍:ଯୁଦ୍ଧ ସମୟରେ ରୁଷରେ ବିଜୟ ଦିବସ ପରେଡ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *