ବିଦ୍ୟୁତ ସଂସ୍ପର୍ଶରେ ଯୁବକ ମୃତ

ଫୋକସ ପ୍ଲସ ୨୯/୫/୨୨(ବାଲେଶ୍ଵର): ବାଲେଶ୍ଵର ବାଲିଆ ପାଳ ରେ ଘଟିଛି ଅଘଟଣ । ବାଲିଆପାଳ ପାରୁଳିଆ ଛକ ନିକଟରେ ଥିବା ନେତାଜୀ ଷ୍ଟାଡିୟମ ରେ ମୀନାବଜର ମେଳା ପ୍ରସ୍ତୁତି ସମୟରେ ୧୧ ଜେବି ବିଦ୍ୟୁତ୍ ତାର ସଂସ୍ପର୍ଶ ରେ ଆସି ଶ୍ରମିକ ମ୍ରୁତ । ଘଟଣାକୁ ନେଇ ଦୁଇ ଜଣ ବାଲିଆପାଳ ଥାନାରେ ଅଟକ । ମ୍ରୁତକ ଜଣକ ହେଲେ ପଶ୍ଚିମବଙ୍ଗ ବାଙ୍କୁଡ଼ା ଅଞ୍ଚଳର ବିଜୟ ସାଇଦ ।ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରିକଙ୍କ ରିପୋର୍ଟ ଫୋକସ ପ୍ଲସ|

Leave a Reply

Your email address will not be published. Required fields are marked *