ମିଜାଇଲ ଭୁଲ୍‌ରେ ପଳାଇଥିବା ସ୍ୱୀକାର କଲା ଭାରତୀୟ ସେନା

-ତେବେ ମିଜାଇଲରେ କୌଣସି ବିସ୍ଫୋରକ ନଥିବାରୁ କିଛି କ୍ଷତି ହୋଇନି
-ମିଜାଇଲ ଭୁଲ୍‌ରେ ପଳାଇଥିବା ସ୍ୱୀକାର କଲା ଭାରତୀୟ ସେନା
-ଭୁଲ୍‌ରେ ମିଜାଇଲ ପଳାଇବା ନେଇ କୋର୍ଟ ଅଫ୍ ଇନକ୍ୱାରୀ ଆଦେଶ


-ହରିୟାଣାର ଶିର୍ସାରୁ ଭୁଲ୍‌ରେ ଫାୟାର ହୋଇ ପାକିସ୍ତାନରେ ପଡ଼ିଲା
-ଭାରତ ସୀମା ଠାରୁ ୧୨୪ କିମି ଦୂର ପାକିସ୍ତାନ ଭିତରେ ପଡ଼ିଲା.

Leave a Reply

Your email address will not be published. Required fields are marked *