Breaking newsଅପରାଧମୁଖ୍ୟ ଖବର ରକ୍ତ ଦେବା ପାଇଁ ଲାଞ୍ଚ thefocusplusFebruary 7, 2022 ନେଲା ବେଳେ ଧରାପଡ଼ିଲେ ଲ୍ୟାବ୍ ଟେକ୍ନିସିଆନ, କଟକ ଏସସିବି ମେଡିକାଲ ରକ୍ତଭଣ୍ଡାର ଟେକ୍ନିସିଆନ କିଶୋର ଚନ୍ଦ୍ର ସ୍ୱାଇଁ, ୨ ବୋତଲ ରକ୍ତ ଦେବାକୁ ଜଣେ ରୋଗୀଙ୍କ ସଂପର୍କୀୟଠାରୁ ଲାଞ୍ଚ ନେଉଥିଲେ, ଧରାପଡ଼ିବା ପରେ କିଶୋରଙ୍କ ଚାନ୍ଦିନୀଚୌକ ଓ ଗୋବିନ୍ଦପୁର ଘରେ ରେଡ୍.
ଚିକତ୍ସା ପାଇଁ ଅଭିନେତା ପିଣ୍ଟୁ ନନ୍ଦ ଗଲେ ଦିଲ୍ଲୀ ଫୋକସ ପ୍ଲସ 07/02/2023(ଭୁବନେଶ୍ୱର): ଓଲିଉଡ ର ହାସ୍ୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । କିଛି ଦିନ ଧରି ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇଥିଲେ!…
ବଦଳିଲା ଅଭିଯାନ; ଆସିଲା ‘ପଞ୍ଚଶଖା ଶିକ୍ଷା ସେତୁ ଯୋଜନା’ ଭୁବନେଶ୍ୱର,୧୪/୦୯: ଆସିଲା ବଡ ଖବର l ରାଜ୍ୟ ସରକାର ନେଲେ ବଡ ନିଷ୍ପତି l ବଦଳିଲା ‘ମୋ ସ୍କୁଲ୍ ଅଭିଯାନ’ ନାଁ । ଗଣଶିକ୍ଷା ବିଭାଗର ‘ମୋ…
5 ବିଶ୍ଵକପ ବିଜେତା ଜର୍ମାନୀକୁ ୩/୨ ରେ ଧୂଳି ଚଟାଇଲା ଭାରତ ଫୋକସ ପ୍ଲସ 11/3/23(ବ୍ୟୁରୋ): ପ୍ରଥମ କ୍ଵାଟର ଜର୍ମାନୀ ଘନ ଘନ ଆକ୍ରମଣକୁ ରୋକିବା ପାଇଁ ଭାରତର ହାର୍ଦିକ ରକ୍ଷଣଶୀଳ ଭାବ ଖେଳ ଭାରତର ବିରୋଧରେ ରୋକିବାକୁ ସଫଳ…