ଶିକ୍ଷା ବିଭାଗର ବିକଳ ଚିତ୍ର, ବିନା ଅଧିକାରୀରେ ଚାଲିଛି କାର୍ଯ୍ୟାଳୟ

ଫୋକସ ପ୍ଲସ 27/5/22(ରାଇରଙ୍ଗପୁର): ବାବନଘାଟୀ ଉପଖଣ୍ଡ ବହଳଦା ଗୋଷ୍ଠିଶିକ୍ଷା କାର୍ଯ୍ୟାଳୟରେ ସବୁ ଟେବୁଲ୍ ଫାଙ୍କା ଥିବାର ଦୃଶ୍ୟ ମାନ ହୋଇଛି। ଜବାବରେ ପିଅନ ବାବୁଙ୍କ ପ୍ରତିକ୍ରିୟା ନେବାରୁ ଜଣାଗଲା ସରକାର ଙ୍କ ନିର୍ଦ୍ଦେଶ ଅନୁଯାୟୀ ସକାଳ 6.30.ରୁ ଦିନ .ପ୍ରର୍ଯ୍ୟନ୍ତ ଅଫିସ କାମରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏ.ବି.ଓ .ଜୟମନି ବେହେରା ଓ ଜୁନିୟର କ୍ଲର୍କ ଦିପକ ସ୍ବାଇଁ ଏ ଦୁହେଁ ପ୍ରତ୍ୟେକଦିନ ଦଶଟାରୁ ଦଶଟା ତିରିଶ ରେ କାର୍ଯ୍ୟରେ ଯୋଗ ଦେବାରୁ ଲୋକଙ୍କ କାର୍ଯ୍ୟରେ ବାଧା ପ୍ରାପ୍ତ ହେବାର ଦେଖିବାର ମିଳୁଛି । ଏଣୁ ଏହି ଦୁଇ ଜଣ ଲୋକଙ୍କ କାର୍ଯ୍ୟ କରିବାକୁ ଜନସାଧାରଣ ସରକାର ଙ୍କୁ ଅବଗତ କରିଛନ୍ତି। ଯଦି ଲୋକଙ୍କ କାର୍ଯ୍ୟ ରେ ବାଧା ହେଲେ ରାଜରାସ୍ତ କୁ ଓଲ୍ହାଇବେ | ରାଇରଙ୍ଗପୁର ରୁ ଜିତେନ୍ଦ୍ର କୁମାର ଅଗ୍ରୱାଲ।ଙ୍କ ରିପୋର୍ଟଫୋକସ୍ ପ୍ଲସ

Leave a Reply

Your email address will not be published. Required fields are marked *