Breaking newsମୁଖ୍ୟ ଖବରରାଜ୍ୟ ଶୈବ ପୀଠ ପଞ୍ଚଲିଙ୍ଗେଶ୍ଵର ନିକଟ ରେ ଏକ ବିରଳ ପ୍ରଜାତିର ଜନ୍ତୁ ଶାଳୀଆପାତିନି କୁ ଠାବ thefocusplusMarch 11, 2022 ବାଲେଶ୍ଵର ଜିଲ୍ଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟ ପାଦ ଦେଶ ପ୍ରସିଦ୍ଧ କରା ଯାଇଛି।ଏହି ଜନ୍ତୁ ବିଶେଷ କରି ଶ୍ରୀଲଙ୍କା,ମିଆମାର,ଥାଇଲାଣ୍ଡ, ନେପାଳ ଆଦି ଦେଶରେ ଦେଖା ଯାଆନ୍ତି
କୂଅରେ ପଡିଲା କଲରା ପତରିଆ ବାଘ ଫୋକସ ପ୍ଲସ ୦୮/୦୬/୨୨(ରେଢ଼ାଖୋଲ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଚାରମାଳ ରେଞ୍ଜ ବଂସାଜାଳ ସେକ୍ସନ ସାନ ହିନ୍ଦୋଳ ଗାଁ ପାଖରେ ଏକ କଳରାପତରିଆ ବାଘ ପରିତ୍ୟକ୍ତ କୂଅରେ…
କଇଁଛ ସୁରକ୍ଷା ସଚେତନତା ଶିବିର I ରମ୍ଭା ବନାଞ୍ଚଳ ଅଧିକାରୀ ନୃସିଂହ ବେହେରାଙ୍କ ନେତୃତ୍ବରେ କଇଁଛ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି | ଶିବିରକୁ ରାମଲେଙ୍କା ପଞ୍ଚାୟତ ନବନିର୍ବାଚିତ ସରପଞ୍ଚ ସବିତା ବିଶ୍ବାଳ…
ଝିମିଟି ଖେଳରୁ ମହାଭାରତ ଫୋକସ ପ୍ଲସ 27/5/22(କଟକ): ବିଳମ୍ବିତ ରାତିରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ମହାଜନପୁର ପାଣି ଟାଙ୍କି ପରିସର ରେ ୩ ଜଣ ଯୁବକ ମଦ ପାନ କରି…