ଶ୍ମଶାନର ସୌନ୍ଦର୍ଯ୍ୟ କରଣ ପାଈଁ ଅଣ୍ଟା ଭିଡ଼ିଲେ ସ୍ଥାନୀୟ ଯୁବକ

ଫୋକସ ପ୍ଲସ ୨୯/୫/୨୨(ଜଟଣୀ): ରାଜ୍ୟସରକାର ଶ୍ମଶାନ ର ଉନ୍ନତି କରଣ ପାଈଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। କିନ୍ତୁ ସ୍ଥାନୀୟ ପ୍ରଶାସନ ର ଅବହେଳା ଯୋଗୁଁ ସବ ସଂସ୍କାର କରିବାକୁ ଆସୁଥିବା ଲୋକେ ନାହିଁ ନଥିବା ଅସୁବିଧାର ହେଉଛନ୍ତି ସମ୍ମୁଖୀନ। ଆମେ କହୁଛୁ ଜଟଣୀ ପୌର ପରିଷଦ ଅଧୀନ ରେ ଥିବା ୧୨ ଓ ୧୪ ନମ୍ବର ୱାର୍ଡ ର ବାଛରା ପାଟଣା ଶ୍ମଶାନ ର ଦୁଃଖ। ସ୍ଥାନୀୟ ଯୁବକ ଓ ବାପୁଜୀ ସେବା ସଂଘ, ବଜରଙ୍ଗି ସେବା ସଂଘ ର ମିଶି ଅଣ୍ଟା ଭିଡିଛନ୍ତି ଶ୍ମଶାନ ର ଉନ୍ନତି ପାଇଁ ଲିଖିତ ଅଭିଯୋଗ ମଧ୍ଯ କରିଛନ୍ତି ପୌର ପରିଷଦ ଅଧ୍ୟକ୍ଷ ଙ୍କୁ। ଖୋର୍ଦ୍ଧା ଜଟଣୀ ରୁ ବିଶ୍ୱଜିତ୍ ସାମନ୍ତରାୟ ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *