Breaking newsଅପରାଧମୁଖ୍ୟ ଖବରରାଜ୍ୟ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ଦୀପକ କିଣ୍ଡୋ ଗିରଫ -ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ ଲିମିଟେଡର ଏମ୍ଡି ଦୀପକ thefocusplusMarch 18, 2022 – -ସୁନ୍ଦରଗଡ଼ ତଳସରା ଥାନା ଲୁଲୁଡିହାରୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW -ଠକେଇ ଅଭିଯୋଗ ପରେ ଦୀପକ ଦୀର୍ଘଦିନ ଫେରାର ଥିଲେ -ତାଙ୍କ ନାଁରେ ଲୁକ୍ଆଉଟ୍ ସର୍କୁଲାର ଜାରି କରିଥିଲା କ୍ରାଇମବ୍ରାଞ୍ଚ
ବାକି ଥିବା ଟଙ୍କା ମାଗିବାରୁ ମରଣାନ୍ତକ ଆକ୍ରମଣ ଫୋକସ ପ୍ଲସ 5/6/22(ଆନନ୍ଦପୁର): ବାକିଥିବା ଟଙ୍କା ମାଗିବାରୁ ମରଣାନ୍ତକ ଆକ୍ରମଣ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଢ଼ିଙ୍କିଆ ଛକ ନିକଟରେ।…
ସମୁଦାୟ ୧୬ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସିତ । ବଢୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ସମୁଦାୟ ୧୬ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସିତ । ହୀରାକୁଦ ଜଳଭଣ୍ଡାରକୁ ଇନଫ୍ଲୋ ବଢିବାରେ ଲାଗିଥିବାବେଳେ ଆଜି…
ଖୋଲା ପଡ଼ିଆରୁ ଯୁବତୀଙ୍କ ମୃତ ଉଦ୍ଧାର ଫୋକସ ପ୍ଲସ (ରାଇକିଆ)୧୫/୦୭/୨୦୨୨: ରାଇକିଆ ଥାନା ,ଡଡିଙ୍ଗିଆ ପଞ୍ଚାୟତ ର କଲୋନୀ ସାହି ନିକଟ ରେ ଏକ ଖୋଲା ପଡ଼ିଆ ରେ ଥିବା ଖାଲ ମଧ୍ୟରେ ଏକ…