7 ରୁ ବଢିବ ତାପମାତ୍ରା

7 ରୁ 12 ତାରିଖ ଭିତରେ ଗରମ ଅଧିକ ରହିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପ୍ରୂବାନୁମାନ କରିଛନ୍ତି l ଆସନ୍ତା 7 ଦିନ ଧରି ଶୁଖିଲା ପାଗ ରହିବ ତାହା ସହ ତାପମାତ୍ରା ବୁଦ୍ଧି ପାଇବ l ଅନୁଗୁଳ ସମେତ କେନ୍ଦ୍ରୀୟ ଓଡିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣ ରେ 7 ରୁ 12 ମଧ୍ୟରେ ପ୍ରାୟ 4 ଡିଗ୍ରୀ ସେଲସିୟସ ଅଧିକ ବଢ଼ିଲାବେଳେ 3 ଡିଗ୍ରୀ ଆଭ୍ୟନ୍ତରୀଣ ଉତ୍ତରରେ ବଢିବା ରେ ଆକଳନ କରାଯାଇଛି l 11 ରୁ 12 ତାରିଖରେ ଭୁବେନେଶ୍ୱର ରେ ସର୍ବଧିକ ତାପମାତ୍ରା 38.5 ଡିଗ୍ରୀ ସେଲସିୟସ ,ଅନୁଗୁଳ , ତାଳଚେର ,ସୋନପୁର ,ଟିଟିଲାଗଡ ,ଭବାନୀପାଟଣା ,ଆଦି ଜିଲ୍ଲା ରେ 39 ଡିଗ୍ରୀ ସେଲସିୟସ ରୁ ଅଧିକ ରହିବ ଆଉ କେତକ ସ୍ଥାନରେ 40 ଡିଗ୍ରୀ ରୁ ଅଧିକ ରହିବ l ପୂର୍ବ ପରି କୁହୁଡି ମଧ୍ୟ ରହିବ l 7 ଦିନ ଧରି ତାପମାତ୍ରା ର କ୍ରମବୁଦ୍ଧି ଯୋଗୁ ଫସଲ ରେ ଜଳସେଚନ ପାଇଁ କୁହାଯାଇଛି l ଫସଲ ରେ ସଠିକ ଭାବରେ ଜଳସେଚନ ନ ହେଲେ ଆଗକୁ ପନିପରିବା ରେ ଅଭାବ ରହିବ l

Leave a Reply

Your email address will not be published. Required fields are marked *