ମୁଖ୍ୟ ଖବର

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, ସିକ୍କିମ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ
Read More

ଓଡିଶା ରାଜନୀତିରେ ପାର୍ଥି ମାନଙ୍କର ଟିକେଟ ପାଇବା ପାଇଁ କସରତ ।

ଓଡିଶା ରାଜନୀତି ୦୮/୦୪/୨୦୨୪;  ଓଡିଶା ରାଜନୀତିରେ 2024 ନିର୍ବାଚନ ଏକ ଭିନ୍ନ ଢଙ୍ଗରେ ଦେଖିବାକୁ ମିଳୁଛି । ଓଡିଶାରେ ଅଧିକ ସକ୍ରିୟ ଥିବା ଦୁଇ ରାଜନୈତିକ ଦଳ ବିଜେପି ଓ ବିଜେଡିର ରାଜନୀତି କ୍ଷେତ୍ରରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି।
Read More

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ |

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ନବମ ଥର ପାଇଁ ସମାନ | ମାର୍ଚ୍ଚ 21 ରେ ହଜାର
Read More

କାହିଁକି ବାଲେଶ୍ଵରର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏଡ଼ାଇଲେ ଗଣମାଧ୍ୟମର ପ୍ରଶ୍ନକୁ ?

ଭୁବନେଶ୍ୱର୧୭/୦୩/୨୦୨୪; ବିଜେପି ଦଳର ବୟଜ୍ୟେଷ୍ଠ ଏବଂ ବାଲେଶ୍ଵରର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ବିଜେପିର ବରିଷ୍ଠ ପଦାଧିକାରୀ ହିସାବରେ ରାଷ୍ଟ୍ରୀୟ ବିଜେପି ଅଧିକାରୀ ମାନେ ପ୍ରାଧାନ୍ୟ ଦିଅନ୍ତି । ଗତ କିଛି ଦିନ ହେଲା ବିଜେପି ବିଜେଡ଼ି ମେଣ୍ଟକୁ ନେଇ ଜନସାଧାରଣଙ୍କ ମନରେ
Read More

ଦୁଇ ଥର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ,ହେଲେ ସ୍ଥାନ ପାଇଁ ନାହିଁ ଓଡ଼ିଶା |

ଭୁବନେଶ୍ୱେର ୧୪/୦୩/୨୦୨୪: ଦୁଇ ଥର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ | ହେଲେ ସ୍ଥାନ ପାଇଁ ନାହିଁ ଓଡ଼ିଶା | ବିଜେଡି-ବିଜେପି ମେଣ୍ଟକୁ ଅପେକ୍ଷା କରିଛି କି ଦଳ ? ମାର୍ଚ୍ଚ ପ୍ରଥମ ସପ୍ତାହରେ ପାଖାପାଖି 70 ବିଧାନସଭା ଆସନ ପାଇଁ
Read More

ମୁଖ୍ୟ ଖବର ।

ମୁଖ୍ୟ ଖବର ୧୪/୦୩/୨୦୨୪; 1.ଗତକାଲି କଂଗ୍ରେସ ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେ ‘ନାରୀ ନ୍ୟାୟ ଯୋଜନା’ର ଘୋଷଣା କରିଛନ୍ତି ।ଏହି ଯୋଜନାରେ ‘ମହାଲକ୍ଷ୍ମୀ ଗ୍ୟାରେଣ୍ଟି’ ଅନୁଯାୟୀ ମହିଳାଙ୍କୁ ବାର୍ଷିକ 1ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ଅଙ୍ଗନୱାଡି ଓ ଆଶାକର୍ମୀଙ୍କ
Read More

ମ୍ୟାଟ୍ରିକ ପ୍ରଶ୍ନପତ୍ର ପ୍ରଘଟ ବିଭ୍ରାଟ ପ୍ରତିବାଦରେ ଏବିଭିପି ତରଫରୁ ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ କୁଶ ପୁତ୍ତଳିକା

ନବରଙ୍ଗପୁର୨୭/୦୨/୨୦୨୪: ମ୍ୟାଟ୍ରିକ ପ୍ରଶ୍ନ ପତ୍ର ପ୍ରଘଟ ବିଭ୍ରାଟ ପ୍ରତିବାଦରେ ଏବିଭିପି ତରଫରୁ ନବରଙ୍ଗପୁର ସହର ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ମାଟ୍ରିକ ବୋର୍ଡ ପରୀକ୍ଷା ଛାତ୍ର
Read More

ଗଞ୍ଜାମ ବିଜେପି ସଭାପତି ଦଳ ପାଈ କାଳ ନାବଳ ?ମାତ୍ର ଦୁଇ ମାସରେ ବିଜେପିର ବୃହତ୍ ଫାଟ,ଅତିଷ୍ଟ ହେଲେଣି ନେତା

ବ୍ରହ୍ମପୁର ୨୭/୦୨/୨୦୨୪: ବ୍ରହ୍ମପୁର ମହାନଗର ନିଗମର ବହୁ ବିଜେପି କର୍ମି ଆଜି ଆସିକା ରୋଡ଼ ବଙ୍ଗାଳି ସାହି ଠାରେ ଥିବା ଲକି ସେଲିବ୍ରେସନ ଏକ ଵିଧିବଧ ଭାବେ ଆଜି ବିଜେଡିରେ ସାମିଲ ହେଲେ । ସୂଚନା ଅନୁସାରେ ଗତକାଲି ଭୁବନେଶ୍ୱର ଶଙ୍ଖ
Read More

‘ଓୟୁଟିଆର’ର ପ୍ରଥମ ସମାବର୍ତ୍ତନ ଉତ୍ସବ,୨୦୯୨ ଛାତ୍ରଛାତ୍ରୀଙ୍କୁ ଦିଆଗଲା ଡ଼ିଗ୍ରୀ ସାର୍ଟିଫିକେଟ୍‌ ।

ଭୁବନେଶ୍ୱର୨୭/୦୨/୨୦୨୪: ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର) ର ପ୍ରଥମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ମାନ୍ୟବର ରାଜ୍ୟପାଳ ରଘୁବର ଦାସ ସଭାପତିତ୍ୱ କରିଥିଲେ। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବିଭୂତି ଭୂଷଣ
Read More

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ,ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ରାଜ୍ୟର ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଗଲା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ,ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ରାଜ୍ୟର ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଗଲା ପାଞ୍ଚଟି ଏନଏସି ଯଥା ବୌଦ୍ଧଗଡ଼ ଆସ୍କା ଛତ୍ରପୁର କରଞ୍ଜିଆ ଓ କଣ୍ଟାବାଞ୍ଝି ମୁନିସିପାଲିଟିକୁ ଉନ୍ନୀତ ହେଲା । ଭୁବନେଶ୍ବର୨୪/୦୨/୨୦୨୪: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ
Read More