ଫୋକସ ପ୍ଲସର ମହାପ୍ରଭାବ, ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି

ଫୋକସ ପ୍ଲସର ମହାପ୍ରଭାବ, ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି

ଫୋକସ ପ୍ଲସ (କାଶୀପୁର) ୨୫/୦୭/୨୦୨୨: କାଶୀପୁର ବ୍ଲକ ବାଙ୍କାମ୍ବ ପଞ୍ଚାୟତର ତଳ କୋଡ଼ିଙ୍ଗା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ମନ ମୁଖୀ କାର୍ଯ୍ୟ ଯଗୁଁ ସ୍କୁଲରେ ପ୍ରାୟ 11 ଦିନ ଧରି ତାଲା ପକାଇଥିଲେ ଗ୍ରାମ ବାସି , ଗ୍ରାମ ବାସୀଙ୍କ ଅଭିଯୋଗ କ୍ରମେ ଆମେ ଗ୍ରାଉଣ୍ଡ ଜିରକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରି ଫୋକସ ପ୍ଲସ ଏବଂ ଆଞ୍ଚଳିକ ଖବର ରେ ନିୟୁଜ ପ୍ରସାରଣ କରିଥିଲୁ l ନିୟୁଜ ପ୍ରସାରଣ କରିବାର ଏକ ଦିନ ମଧ୍ୟରେ ସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି କରାଗଲା ଏହି ଖବର ଶୁଣି ଗ୍ରାମ ବାସି ସ୍କୁଲରେ ପକାଇ ଥିବା ତାଲା ଖଲି ଦେଲେ l ବର୍ତମାନ ତଳ କୋଡ଼ିଙ୍ଗା ସ୍କୁଲରେ ୨ଟି ଶିକ୍ଷକ କୁ ନେଇଁ ପାଠ ପଢା ଚାଲିଛି ଆନନ୍ଦର ସହିତ ପିଲାମାନେ ସ୍କୁଲକୁ ନିତିଦିନ ଯାଇ ପାଠ ପଡୁଛନ୍ତି ଓ ନିୟମିତ ଭାବେ ମଧ୍ୟାନ ଭଜନ ଦିଆ ଯାଉଛି ବୋଲି କହିଛନ୍ତି l

କାଶୀପୁରରୁ କର୍ଣ୍ଣ କନ୍ଦପାଣିଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *