ବାଇକ ଆରୋହୀ ଙ୍କୁ ଧକ୍କା ଦେଲା ଦଶ ଚକିଆ ଟ୍ରକ

ବାଇକ ଆରୋହୀ ଙ୍କୁ ଧକ୍କା ଦେଲା ଦଶ ଚକିଆ ଟ୍ରକ

ଫୋକସ ପ୍ଲସ 10/02/2023(କେନ୍ଦ୍ରାପଡ଼ା): ଡେରାବିଶ ବସପୁର ଲକ ନୂଆ ପୋଲ ନିକଟରେ ମର୍ମତୁଦ ସଡ଼କ ଦୁର୍ଘଟଣା । ବାଇକ ଆରୋହୀଙ୍କୁ ଧକ୍କା ଦେଲା ଦଶ ଚକିଆ ଟ୍ରକ । ବାଇକ ଆରୋହୀ କରିଲୋ ପାଟଣା ଆଡୁ ନିଜ ଗ୍ରାମ ନରହରି ପୁରକୁ ଏକ ଶୁଦ୍ଧି ଘରକୁ ଯୋଗ ଦେବାପାଇଁ ଯାଇଥିଲେ । ବସପୁର ନୂଆ ପୋଲରେ କେନ୍ଦ୍ରାପଡ଼ା ସହର ଆଡୁ ଆସୁଥିବା ଏକ ଟ୍ରକ ତାଙ୍କୁ ଗାଡି ଚଢାଇ ଚାଲି ଯାଇଥିଲା । ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତୁ ହୋଇଛି । ମୃତକଙ୍କ ଘର ନରହରିପୁର ହୋଇଥିବା ବେଳେ ତାଙ୍କ ନାମ ଅଚିଉତାନନ୍ଦ ଜେନା ଟ୍ରକ ଖସି ଯାଉଥିବା ବେଳେ ଉତ୍ୟକ୍ତ ଲୋକେ ଟ୍ରକକୁ କରିଲପାଟଣାରେ ଅଟକାଇଛନ୍ତି । ଘଟଣା ସ୍ଥଳରେ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ସହ ଶବକୁ ବ୍ୟବଛେଦ ପାଇଁ ପଠା ଯାଇଛି । ସେପଟେ ଟ୍ରକ ଟିକୁ ପୋଲିସ ସିଜ କରିଛନ୍ତି ।

Related post

ଅତ୍ୟଧିକ ଡିହାଇଡ୍ରେସନ୍: ପ୍ରଚୁର ଜଳର ଅଭାବ ହେଲେ ଆପଣଙ୍କ ଶରୀର ଭିତରେ କ’ଣ ହୁଏ?

ଅତ୍ୟଧିକ ଡିହାଇଡ୍ରେସନ୍: ପ୍ରଚୁର ଜଳର ଅଭାବ ହେଲେ ଆପଣଙ୍କ ଶରୀର ଭିତରେ…

ଫୋକସପ୍ଲସ 21/05/2023(ବ୍ୟୁରୋ) :ଭାରତରେ ଉତ୍ତାପ ତରଙ୍ଗ: ଦେଶର ଅନେକ ରାଜ୍ୟରେ ହଠାତ୍ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଗରମ ଗ୍ରୀଷ୍ମ ପ୍ରବାହରେ ଅତ୍ୟଧିକ ଉତ୍ତାପ ଆମର ସାମଗ୍ରିକ ସ୍ୱାସ୍ଥ୍ୟ…
ଲୁଣର 5 ଟି ଆକର୍ଷଣୀୟ ପ୍ରକାର ଏବଂ ସେଗୁଡିକ କିପରି ବ୍ୟବହାର କରିବେ |

ଲୁଣର 5 ଟି ଆକର୍ଷଣୀୟ ପ୍ରକାର ଏବଂ ସେଗୁଡିକ କିପରି ବ୍ୟବହାର…

ଫୋକସପ୍ଲସ 21/05/2023(ବ୍ୟୁରୋ) :ଲୁଣର 5 ଟି ଆକର୍ଷଣୀୟ ପ୍ରକାର ଏବଂ ସେଗୁଡିକ କିପରି ବ୍ୟବହାର କରିବେ | ଯେହେତୁ ଆମେ ସମସ୍ତେ ଜାଣୁ, ଲୁଣ ହେଉଛି ଏକ ସ୍ୱାଦ…
ବ୍ରୋକୋଲି ସ୍ତନ କର୍କଟକୁ ଭଲ କରିପାରିବ କି?

ବ୍ରୋକୋଲି ସ୍ତନ କର୍କଟକୁ ଭଲ କରିପାରିବ କି?

ଫୋକସପ୍ଲସ 20/05/2023(ବ୍ୟୁରୋ) : ବ୍ରୋକୋଲି ସ୍ତନ କର୍କଟକୁ ଭଲ କରିପାରିବ କି? ସଲଫୋରାଫେନ୍ ହେଉଛି ଏକ ପ୍ରାକୃତିକ ଉଦ୍ଭିଦ ଯୌଗିକ ଯାହାକି ବ୍ରୋକୋଲି ଏବଂ ଅନ୍ୟାନ୍ୟ କ୍ରୁସିଫେରସ୍ ପନିପରିବାରେ…

Leave a Reply

Your email address will not be published. Required fields are marked *