ରାତା ରାତି ରଙ୍ଗ ସହ ପିକଅପ ଗାଡି ଲୁଟ

ରାତା ରାତି ରଙ୍ଗ ସହ ପିକଅପ ଗାଡି ଲୁଟ

ଫୋକସ ପ୍ଲସ 6/3/2023(ସମ୍ବଲପୁର): ସମ୍ବଲପୁର ଜିଲ୍ଲା ରେଙ୍ଗାଲି କୁ ଏକ କଲର ପେଣ୍ଟ ରଙ୍ଗ ପିକଅପ ଗାଡି କଲର ଡେ଼ଲିଭରୀ ପାଇଁ ରେଙ୍ଗାଲି ଆସିଥିଲା l ରାତ୍ରି 12 ଟା ସମୟରେ ଦୁଇ ଲୁଟେରା ପିକଅପ ବୋଝେଇ ନେଇ ଆସିଥିବା ଡ୍ରାଇଭର ଙ୍କୁ ନିସ୍ତୁକ ମାଡ଼ ମାରିବା ସହ lb ଲୁଟି ନେଇ ଥିଲେ pikup ଗାଡି ଏବଂ ସେଥିରେ ଥିବା କଲର ପେଣ୍ଟ 35 ଟା ବାଲ୍ଟି l ରେଙ୍ଗାଲି ରେ ଯେହେତୁ ଆଇଆଇସି ନାହାନ୍ତି ସେଥିପାଇଁ ଲୁଟେରା ମାନଙ୍କ ରାଜ ଦେଖୁବାକୁ ମିଳୁଛି l ଏବଂ ପୋଲିସ ର ପେଟ୍ରୋଲିଙ୍ଗ ଯେହେତୁ ଠିକ ସେ ହେଉନାହିଁ ସେଥିପାଇଁ ଲୁଟେରା ମାନେ ସକ୍ରିୟ ହେଉଛନ୍ତି l ରାତ୍ରି ସମୟରେ ଲୁଟେରା ମାନଙ୍କ ରାଜ ଦେଖିବାକୁ ମିଳୁଛି l କିନ୍ତୁ ପରେ ପୋଲିସ ଥାନାରେ ମାମଲା ରୁଜୁ ହେଲେ ପରେ ରେଙ୍ଗାଲି ପୋଲିସ ବହୁ ଖୋଜା ଖୋଜି କରି ତିନି ଜଣ ଲୁଟେରା ଙ୍କୁ କାବୁ କରି l ପଚରା ଉଚୁରା କରି ପରେ କୋର୍ଟ ଚାଲାଣ କରିଛି

Related post

ସ୍ବାସ୍ଥ୍ୟ ସେବା ର ବିକଳ ଚିତ୍ର , ହୁଇଲ୍ ଚେୟାର ଠେଲି…

କରଞ୍ଜିଆ:  ସ୍ବାସ୍ଥ୍ୟ ସେବା ପାଇଁ ସରକାର ଅନେକ ଯୋଜନା ଥିବା ବେଳେ କେବଳ କାଗଜ କଲମ ରେ ଚାଲିଛି ସ୍ବାସ୍ଥ୍ୟ ସେବା , ମୟୂରଭଞ୍ଜ ଜିଲ୍ଲା ଶୁକୃଳି ଅଞ୍ଚଳ…
ପୁଅ ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ

ପୁଅ ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ

ଫୋକସ ପ୍ଲସ 6/3/2023(ଯାଜପୁର): ଚମ୍ପାଝର ଗ୍ରାମରେ ପୁଅ ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ ଓ ସାବତ ମାକୁ ଧର୍ଷଣ କଲା ସାବତ ପୁଅ । ଯାଜପୁର ଟମକା ଥାନା…
ସ୍ୱାସ୍ଥ୍ୟ ଓ ସ୍ୱଛତା ରାଷ୍ଟ୍ରଦୂତ ତାଲିମ ଶିବିର ଅନୁଷ୍ଠିତ

ସ୍ୱାସ୍ଥ୍ୟ ଓ ସ୍ୱଛତା ରାଷ୍ଟ୍ରଦୂତ ତାଲିମ ଶିବିର ଅନୁଷ୍ଠିତ

ଫୋକସ ପ୍ଲସ 4/3/23(ବେଗୁନିଆପଡା): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଓ ସ୍ୱଛତା ରାଷ୍ଟ୍ରଦୂତ ତାଲିମ ଶିବିର ଅନୁଷ୍ଠିତ ହୋଇଛି |…

Leave a Reply

Your email address will not be published. Required fields are marked *