ପୁଅ ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ

ପୁଅ ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ

ଫୋକସ ପ୍ଲସ 6/3/2023(ଯାଜପୁର): ଚମ୍ପାଝର ଗ୍ରାମରେ ପୁଅ ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ ଓ ସାବତ ମାକୁ ଧର୍ଷଣ କଲା ସାବତ ପୁଅ । ଯାଜପୁର ଟମକା ଥାନା ଅନ୍ତର୍ଗତ ଚମ୍ପାଝର ଗାଁ ରେ ଅଭାବନୀୟ ଘଟଣା l ଗତ କାଲି ବିଳମ୍ବତ ରାତିରେ ପୁଅର ଟାଙ୍ଗିଆ ଚୋଟରେ ବାପା ମୁତ୍ଯୁ ଓ ସାବତ ମା କୁ ଧର୍ଷଣ କରିଥିବା ଅଭିଯୋଗ ଆଣି ସାବତ ମା ପକ୍ଷରୁ ଟମକା ଥାନରେ ଅଭିଯୋଗ l ଟମକା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରିଥିବା ବେଳେ ସେପଟେ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ପୁଅକୁ ଥାନରେ ଅଟକ l

ଯାଜପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରୁ ପଦ୍ମନାଭ ପହି ଙ୍କ ରିପୋର୍ଟ।

Related post

ସ୍ବାସ୍ଥ୍ୟ ସେବା ର ବିକଳ ଚିତ୍ର , ହୁଇଲ୍ ଚେୟାର ଠେଲି…

କରଞ୍ଜିଆ:  ସ୍ବାସ୍ଥ୍ୟ ସେବା ପାଇଁ ସରକାର ଅନେକ ଯୋଜନା ଥିବା ବେଳେ କେବଳ କାଗଜ କଲମ ରେ ଚାଲିଛି ସ୍ବାସ୍ଥ୍ୟ ସେବା , ମୟୂରଭଞ୍ଜ ଜିଲ୍ଲା ଶୁକୃଳି ଅଞ୍ଚଳ…
ରାତା ରାତି ରଙ୍ଗ ସହ ପିକଅପ ଗାଡି ଲୁଟ

ରାତା ରାତି ରଙ୍ଗ ସହ ପିକଅପ ଗାଡି ଲୁଟ

ଫୋକସ ପ୍ଲସ 6/3/2023(ସମ୍ବଲପୁର): ସମ୍ବଲପୁର ଜିଲ୍ଲା ରେଙ୍ଗାଲି କୁ ଏକ କଲର ପେଣ୍ଟ ରଙ୍ଗ ପିକଅପ ଗାଡି କଲର ଡେ଼ଲିଭରୀ ପାଇଁ ରେଙ୍ଗାଲି ଆସିଥିଲା l ରାତ୍ରି 12…
ସ୍ୱାସ୍ଥ୍ୟ ଓ ସ୍ୱଛତା ରାଷ୍ଟ୍ରଦୂତ ତାଲିମ ଶିବିର ଅନୁଷ୍ଠିତ

ସ୍ୱାସ୍ଥ୍ୟ ଓ ସ୍ୱଛତା ରାଷ୍ଟ୍ରଦୂତ ତାଲିମ ଶିବିର ଅନୁଷ୍ଠିତ

ଫୋକସ ପ୍ଲସ 4/3/23(ବେଗୁନିଆପଡା): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଓ ସ୍ୱଛତା ରାଷ୍ଟ୍ରଦୂତ ତାଲିମ ଶିବିର ଅନୁଷ୍ଠିତ ହୋଇଛି |…

Leave a Reply

Your email address will not be published. Required fields are marked *