କେମିତି ରୋକାଯିବ କଳାହାଣ୍ଡି ଜିଲ୍ଲା ରେ ସଫଲ ଗୁଟକା ର କଳାବଜାରୀ?

କେମିତି ରୋକାଯିବ କଳାହାଣ୍ଡି ଜିଲ୍ଲା ରେ ସଫଲ ଗୁଟକା ର କଳାବଜାରୀ?

କଳାହାଣ୍ଡି06/12(ଫୋକସ ପ୍ଲସ); ସଫଲ ଗୁଟକା କଳାବଜାରୀ କରୁଥିବା ବ୍ୟକ୍ତି ମାନଙ୍କ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିବେ ରାଜ୍ୟ ସରକାର | ବିନା ବିଲ ରେ ସରକାରଙ୍କୁ ଟ୍ୟାକ୍ସ ଫାଙ୍କି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ର ହିଲ୍ଟାଉନ ରେ ବସି ଜଣେ ବ୍ୟକ୍ତି ସମଗ୍ର କଳାହାଣ୍ଡି ଜିଲ୍ଲା ରେ ନିଜ ଆଧିପତ୍ୟ ଜାହିର କରୁଛି | ବେଆଇଭାବେ ଭାବେ ଜିଲ୍ଲା ର କୋଣ ଅନୁକୋଣ କୁ ସଫଲ ଗୁଟକା ପହଞ୍ଚା ଯାଉଛି | ଏବଂ ଯୁବ ପିଢ଼ି ମାନଙ୍କ ଭବିଷ୍ୟତ କୁ ସମ୍ପୂର୍ଣ ଭାବେ ନଷ୍ଟ କରାଯାଉଥିବା ବେଳେ ଏ ମାନଙ୍କ ଉପରେ ଲଗାମ ଲଗାଇବାରେ ପ୍ରଶାସନ ସମ୍ପୂର୍ଣ ବିଫଳ ରହିଛି | ଜିଲ୍ଲା ରେ ଭରପୁର ମାତ୍ରା ରେ ଚାଲୁଛି ସଫଲ ଗୁଟକା ର କାରବାର? ବାସ୍ତବରେ କିଭଳି କରାଯାଉଛି ସଫଲ ଗୁଟକା ର କାରବାର? ସମଗ୍ର କଳାହାଣ୍ଡି ଜିଲ୍ଳାରେ , ବିନା ବିଲ ରେ ସଫଲ ଗୁଟକା ର କଳାବଜାରୀ କରାଯାଉଥିବା ବେଳେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଯେତେବେଳେ ଆମ ପ୍ରତିନିଧି ପହଞ୍ଚିଥିଲେ କେସିଙ୍ଗା ସହର ମଧ୍ୟ୍ୟରେ ଥିବା ଦୁର୍ଗା କିରାନା ଷ୍ଟୋର କୁ, ଶୁଣନ୍ତୁ କଣ କହୁଛନ୍ତି ସଫଲ ବ୍ୟବସାୟୀ ଜଣକ |

Related post

Leave a Reply

Your email address will not be published. Required fields are marked *