ଜଗନ୍ନାଥ ଙ୍କ ନାମରେ ବିବାଦୀୟ ଟିପ୍ପଣୀ

ଜଗନ୍ନାଥ ଙ୍କ ନାମରେ ବିବାଦୀୟ ଟିପ୍ପଣୀ

ଫୋକସ ପ୍ଲସ ୧୪/୬/୨୨ (ଯାଜପୁର): ଯାଜପୁର ଜିଲ୍ଲା କୋରାଇ ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ ଆଜି ଦିବା 10ଘଟିକା ସମୟ ରେ ମିନାବଜାର କାର୍ଯ୍ୟାଳୟ ସମ୍ମୁଖରୁ ପ୍ରଖଣ୍ଡ ସଂଯୋଜକ ଭୂପତି ଭୂଷଣ ଦାଶ ଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକର୍ତାଙ୍କ ଉପସ୍ଥିତରେ ଏକ ପଦଯାତ୍ରା ବାହାରି କୋରାଇ ଥାନାରେ ପହଞ୍ଚି ସମଗ୍ର ଓଡ଼ିଆ ଜାତିର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ଓ ହିନ୍ଦୁ ମାନଙ୍କ ପବିତ୍ର ଧାମ ପୁରୀ ର ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଉପରେ ୱବେଶି ଦେଇଥିବା ବିବାଦୀୟ ଓ ଷଡ଼ଯନ୍ତ୍ର କାରି ମନ୍ତବ୍ୟ କୁ କୋରାଇ ପ୍ରଖଣ୍ଡ ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ_ଦଳ ଦୃଢ଼ ନିନ୍ଦା କରିବା ସଙ୍ଗେ ସଙ୍ଗେ ଧର୍ମ ଦ୍ରୋହୀ ଓବେଶିକୁ ତୁରନ୍ତ ଗିରଫ କରାଯାଇ ସାଁସଦ ପଦବୀରୁ ଇସ୍ତଫା ଦେବା ଉଦ୍ଧେଶ୍ୟରେ କୋରାଇ ଥାନା iic ଙ୍କୁ ଏକ FIR ପ୍ରଦାନ କରା ଯାଇଥିଲା। ଏହି ସମୟ ରେ କୋରାଇ ଅଞ୍ଚଳର ହିନ୍ଦୁ ସମାଜ ଓ ବଜରଙ୍ଗ ଦଳର ପ୍ରମୁଖ କାର୍ଯ୍ୟ କର୍ତ୍ତା ବିଶ୍ବହିନ୍ଦୁ ପରିଷଦ ସଭା ପତି କୃଷ୍ଣ ଚନ୍ଦ୍ର ଲେଙ୍କା, ଧର୍ମ ଜାଗରଣ ନିଧି ପ୍ରମୁଖ ସାରସ ଦାସ, ସହ ସଂଯୋଜକ ବଙ୍ଗନ୍ ଖିଲାର, ସୁରକ୍ଷା ପ୍ରମୁଖ ସୁବାଷ ମହାରଣା, ଆଖଡ଼ା ପ୍ରମୁଖ ପ୍ରକାଶ ସାହୁ, ସୂଚନା ପ୍ରମୁଖ ଅନିଲ ଦାଶ, ବିଦ୍ୟାର୍ଥି ପ୍ରମୁଖ ଦେବୀ ପ୍ରସାଦ ସାହୁ, ଗୋ ରକ୍ଷା ପ୍ରମୁଖ ପ୍ରଦିପ ସାନ୍ତାରା, ରଞ୍ଜନ ଖିଲାର, ଅକ୍ଷୟ ମଲିକ, ଅଜୟ ମଲିକ, ରାଜାରାମ ଖିଲାର, କୃପାସିନ୍ଧୁ ସାହୁ, ରବିନ୍ଦ୍ର ମହାନ୍ତି, ପ୍ରକାଶ ସେଠୀ, ଦେବବ୍ରତ ଦାସ, ଅନିରୁଧ ମହାନ୍ତି, କରୁଣା କର ବାରିକ, ପଦ୍ମ ନାଭ ଶତପଥୀ, ରବିନ୍ଦ୍ର ମହାରଣା, ଜ୍ୟୋତି ରଞ୍ଜନ ସ୍ୱାଇଁ,ହରେକୃଷ୍ଣ ପଣ୍ଡା, ବିଶାଳ ସିଂ, ମହେନ୍ଦ୍ର ମହାପାତ୍ର, ଇଶ୍ଵର ସାହୁ, ଆନନ୍ଦ ମଲିକ, ମିଟୁ ମଲିକ, ଅମର ମଲିକ, ସୁନିଲ ଦାଶ,ଅଜିତ ଜେନା, ଗୌରାଙ୍ଗ ଯେନା, ଶଙ୍କର୍ଷଣj ମହାରଣା ସମେତ କୋରାଇ ର ଶତାଧିକ ହିନ୍ଦୁ ସୁରକ୍ଷା ପ୍ରେମୀ ଓ ବଜରଙ୍ଗ ଦଳର କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।

କୋରେଇ ରୁ ପ୍ରମୋଦ ପାତ୍ର ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍ |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *