ନବଜାତ ଶିଶୁକନ୍ୟାର ଶବଠାବ

ନବଜାତ ଶିଶୁକନ୍ୟାର ଶବଠାବ

ଫୋକସ ପ୍ଲସ (ସତ୍ୟବାଦୀ)୧୯/୬/୨୦୨୨ : ସତ୍ୟବାଦୀ ଥାନା ଅନ୍ତର୍ଗତ ରାଇଖଣ୍ଡି ପଞ୍ଚାୟତ ର ମହେଶ୍ବର ଛକ ନିକଟରେ ରାସ୍ତା କଡ ରେ ଥିବା ଏକ ବଗିଚାରେ ନବଜାତ ଶିଶୁ କନ୍ୟା ର ଶବ ପଡିଥିବାର ଜଣାପଡିଛି ସ୍ଥାନୀୟ ଲୋକଙ୍କ କହିବା କଥା କିଛି ଲୋକ ଗାଈ ଚରାଇବାକୁ ଯାଇଥିବା ବେଳେ ଏହା ଦେଖି ଚକିତ ହୋଇ ଯାଇଥିଲେ ପରେପରେ ଲୋକଙ୍କ ଗହଳି ହୋଇଥିଲା ଜେଉ ବଗିଚାରେ ନବଜାତ ଶିଶୁ କନ୍ୟା ପଡ଼ିଥିଲା ସେଇ ବଗିଚାର ମାଲିକ ସତ୍ୟବାଦୀ ଥାନା କୁ ଜଣାଇଥିଲେ ଏବଂ ସଙ୍ଗେ ସଙ୍ଗେ ସତ୍ୟବାଦୀ ଥାନା ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିଥିଲେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ତଦନ୍ତ କlରି ଅଫିସର ଏଏସଆଇ କୃଷ୍ଣଚନ୍ଦ୍ର ବେହେରା ଙ୍କ ଠାରୁ ସୂଚନା ମିଳିଛି ତେବେ ଏହାର ସତ୍ୟସତ କଣ ରହିଛି ଅଧିକ ତଦନ୍ତ ରୁ ଜଣା ପଡ଼ିବ I

ସତ୍ୟବାଦୀ ରୁ ମନୋଜ ବାରିକ ଙ୍କ ରିପୋର୍ଟ୍ focus Plus

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.