ନବଜାତ ଶିଶୁକନ୍ୟାର ଶବଠାବ

ନବଜାତ ଶିଶୁକନ୍ୟାର ଶବଠାବ

ଫୋକସ ପ୍ଲସ (ସତ୍ୟବାଦୀ)୧୯/୬/୨୦୨୨ : ସତ୍ୟବାଦୀ ଥାନା ଅନ୍ତର୍ଗତ ରାଇଖଣ୍ଡି ପଞ୍ଚାୟତ ର ମହେଶ୍ବର ଛକ ନିକଟରେ ରାସ୍ତା କଡ ରେ ଥିବା ଏକ ବଗିଚାରେ ନବଜାତ ଶିଶୁ କନ୍ୟା ର ଶବ ପଡିଥିବାର ଜଣାପଡିଛି ସ୍ଥାନୀୟ ଲୋକଙ୍କ କହିବା କଥା କିଛି ଲୋକ ଗାଈ ଚରାଇବାକୁ ଯାଇଥିବା ବେଳେ ଏହା ଦେଖି ଚକିତ ହୋଇ ଯାଇଥିଲେ ପରେପରେ ଲୋକଙ୍କ ଗହଳି ହୋଇଥିଲା ଜେଉ ବଗିଚାରେ ନବଜାତ ଶିଶୁ କନ୍ୟା ପଡ଼ିଥିଲା ସେଇ ବଗିଚାର ମାଲିକ ସତ୍ୟବାଦୀ ଥାନା କୁ ଜଣାଇଥିଲେ ଏବଂ ସଙ୍ଗେ ସଙ୍ଗେ ସତ୍ୟବାଦୀ ଥାନା ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିଥିଲେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ତଦନ୍ତ କlରି ଅଫିସର ଏଏସଆଇ କୃଷ୍ଣଚନ୍ଦ୍ର ବେହେରା ଙ୍କ ଠାରୁ ସୂଚନା ମିଳିଛି ତେବେ ଏହାର ସତ୍ୟସତ କଣ ରହିଛି ଅଧିକ ତଦନ୍ତ ରୁ ଜଣା ପଡ଼ିବ I

ସତ୍ୟବାଦୀ ରୁ ମନୋଜ ବାରିକ ଙ୍କ ରିପୋର୍ଟ୍ focus Plus

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *