ମହା ଆଡମ୍ବରରେ ଦେବସ୍ନାନ ପୂର୍ଣ୍ଣିମା

ମହା ଆଡମ୍ବରରେ ଦେବସ୍ନାନ ପୂର୍ଣ୍ଣିମା

ଫୋକସ ପ୍ଲସ ୧୪/୬/୨୨ (ସାଲେପୁର): ସାଲେପୁର ମୁଖ୍ୟ ବଜାର ନିକଟ ଜଗନ୍ନାଥ ଙ୍କ ମିନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଯଥାବିଧି ଅନୁଯାୟୀ ଅନୁଷ୍ଠିତ ହେଉଅଛି।ପ୍ରାତହ ସମୟରୁ ନିକାନ୍ତି ହେବା ସହ ମଧ୍ୟାନ ରେ ପୂଜାପାଠ ହେବା ସହ ମଧ୍ୟାନ ଭୋଗ ମହାପ୍ରଭୁଙ୍କ ନିକଟ ରେ ଲାଗିହେବା ସହ ଭକ୍ତ ମାନେ ଶୃଙ୍ଖଳା ର ସହ ଦର୍ଶନ କରୁଛିନ୍ତି।ଗତଦୁଇ ବର୍ଷ ହେବ କୋଭିଡ କଟକଣା ଥିବାବେଳେ ଚଳିତବର୍ଷ ଏହା ନଥିବାରୁ ଭକ୍ତ ଓ ଶ୍ରଦ୍ଧାଲୁ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

କଟକ ସାଲେପୁର ରୁ ସ୍ୱଦେଶ ରଞ୍ଜନ ଫୋକସ ପ୍ଲସ।

Related post

ଅପରାଧ ଘଟାଇବାର ନୂଆ ଷ୍ଟାଇଲ

ଅପରାଧ ଘଟାଇବାର ନୂଆ ଷ୍ଟାଇଲ

ଫୋକସ ପ୍ଲସ (ନବରଙ୍ଗପୁର) ୦୩/୦୭/୨୦୨୨: ଚୋର ଙ୍କ ଧୁମ୍ ଫିଲ୍ମ୍ ଷ୍ଟାଇଲ । ଚୋରି କରି ଚୋର ଲେଖିଲେ ଧୁମ୍ ୪ , ସାମଗ୍ରୀ ଚୋରି କଲେ ଓ…
ହାତୀ ଓ ମଣିଷର ବିବାଦ

ହାତୀ ଓ ମଣିଷର ବିବାଦ

ଫୋକସ ପ୍ଲସ (ଅନୁଗୋଳ) ୦୫/୦୭/୨୦୨୨: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରବ । ହାତୀପଲ ଅଧିକାଂଶ ସମୟରେ ଗାଁ ମୁହାଁ ହୋଇ ବ୍ୟାପକ ଧନଜୀବନ…
ନିଆରା ଭକ୍ତି ଭାବ

ନିଆରା ଭକ୍ତି ଭାବ

ଫୋକସ ପ୍ଲସ (ଅନୁଗୋଳ) ୦୫/୦୭/୨୦୨୨: ସୁନ୍ଦରଗଡ଼ ଜିଲ୍ଲାରେ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି | ଭକ୍ତ ଓ ଭଗବାନ ଙ୍କ ମିଳନର ଏହି ଦୃଶ୍ୟ ସତରେ…

Leave a Reply

Your email address will not be published.