ଶିକ୍ଷୟତ୍ରୀଙ୍କୁ ପ୍ରଧାନ ଶିକ୍ଷୟତ୍ରୀଙ୍କ ମାଡ଼, ଥାନାରେ ମାମଲା

ଶିକ୍ଷୟତ୍ରୀଙ୍କୁ ପ୍ରଧାନ ଶିକ୍ଷୟତ୍ରୀଙ୍କ ମାଡ଼, ଥାନାରେ ମାମଲା

ଫୋକସ ପ୍ଲସ(ଆନନ୍ଦପୁର)୨୭/୦୮/୨୦୨୨: ଆନନ୍ଦପୁର ବ୍ଲକ ଡିହସାହି ପ୍ରାଥମିକ ବିଦ୍ୟାଳୟ ରେ ଘଟିଛି ଅଘଟଣ। ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ପଙ୍କଜିନି ସାହୁ ଙ୍କୁ ଆକ୍ରମଣ କରିଛନ୍ତି ସେହି ବିଦ୍ୟାଳୟ ର ଦାୟିତ୍ଵ ରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ଲିଲିପ୍ରିୟା ଯେନା। ଏନେଇ ଘଷିପୁରା ଥାନାରେ ଅଭିଯୋଗ କରିଛନ୍ତି ଶିକ୍ଷୟତ୍ରୀ ପଙ୍କଜିନି। ସୂଚନା ଅନୁସାରେ ଲିଲିପ୍ରୀୟା ପଙ୍କଜିନି ଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସମୟରେ ପଙ୍କଜିନି ନିଜ ମୋବାଇଲ ରେ ସେସବୁ ରେକର୍ଡିଂ କରିଥଲେ ତେବେ ସେସବୁକୁ ଡିଲିଟ କରିବାକୁ ତାଙ୍କ ମୋବାଇଲ୍ ଫୋନ୍ ମାଗିବା ସହିତ ଚାପୁଡ଼ା ମାରି ମୁଣ୍ଡ ଚୁଟିଧରି ଘୋଷାରି ଘୋଷାରି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଗ୍ରାମବାସୀ ଓ ଅଭିଭାବକ ମାନେ ମଧ୍ୟ ପ୍ରଧାନ ଶିକ୍ଷୟତ୍ରୀ ଲିଲିପ୍ରିୟା ଙ୍କ ବିରୁଦ୍ଧରେ ଆଣିଛନ୍ତି ଅଭିଯୋଗ। ତାଙ୍କୁ ତୁରନ୍ତ ଏହି ବିଦ୍ୟାଳୟ ରୁ ଅନ୍ୟତ୍ର ସ୍ଥାନନ୍ତର କରିବାକୁ ଦାବୀ ରଖିଛନ୍ତି ଗ୍ରାମବାସୀ ନଚେତ୍ ବିଦ୍ୟାଳୟ ରେ ଅନିର୍ଦ୍ଧିଷ୍ଟ ସମୟ ଧରି ତାଲା ପକାଇବାକୁ ଚେତାବନୀ ଦେଇଛନ୍ତି |

ଆନନ୍ଦପୁର ରୁ ବିନୋଦ ଖଣ୍ଡାଙ୍କ ରିପୋର୍ଟ ଫୋକସ ପ୍ଲସ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *