ଦେଶ ବିଦେଶ

‘ଇଣ୍ଡିଆ ଗେଟ୍‌’ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ‘ହଲୋଗ୍ରାମ୍‌’ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀସ୍ଥିତ ‘ଇଣ୍ଡିଆ ଗେଟ୍‌’ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ‘ହଲୋଗ୍ରାମ୍‌’ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଏହି ପ୍ରତିମୂର୍ତ୍ତିର ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତ ମା’ର ସାହସୀ ପୁଅ ନେତାଜୀ ସୁଭାଷ
Read More

ବିହାରର ସରକାରୀ ସ୍କୁଲରେ ସାନିଟାରୀ ନାପକିନ୍ ପାଇଁ ଛାତ୍ରଙ୍କୁ ବଣ୍ଟାଗଲା ଟଙ୍କା !

ପାଟନା: ବିହାରର ସରକାରୀ ସ୍କୁଲରେ ସାନିଟାରୀ ନାପକିନ୍ ପାଇଁ ଛାତ୍ରଙ୍କୁ ବଣ୍ଟାଗଲା ଟଙ୍କା। ଏହି ଖବର ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ବିହାରର ସାରଣ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟରେ ଛାତ୍ରୀମାନଙ୍କ ସାନିଟାରୀ ନାପକିନ୍ ପାଇଁ ଆସିଥିବା ଟଙ୍କା
Read More

ଅରୁଣାଚଳ ପ୍ରଦେଶରୁ ହଜିଥିବା ବାଳକ ମିଳିଲା ଚୀନରୁ; ଭାରତକୁ ଫେରାଇବା ପାଇଁ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ସେନା ଦାବି କରିଛି ଅରୁଣାଚଳ ପ୍ରଦେଶରୁ ହଜିଥିବା ବାଳକକୁ ଚୀନର ସେନା ବାହିନୀ ପିପୁଲ୍ସ ଲିବେରେସନ ଅଫ୍ ଆର୍ମି(ପିଏଲଏ) ପାଇଛି । ଏହି ନାବାଳକର ନାମ ମିରମ ତରୋନ ଓ ସେ ୧୭ ବର୍ଷୀୟ ବୋଲି ଚିହ୍ନଟ କରାଯାଇଛି ।
Read More

ଦେଶରେ କମିଲା ଆର-ଭାଲ୍ୟୁ’, ୧୪ଦିନରେ ଶୀର୍ଷ ଛୁଇଁବ ତୃତୀୟ ଲହର: ଆଇଆଇଟି ମାଡ୍ରାସ

ନୂଆଦିଲ୍ଲୀ: ଆସିଲା ଖୁସି ଖବର। ଭାରତରେ ‘ଆର-ଭାଲ୍ୟୁ’ ଜାନୁଆରି ୧୪ରୁ ଜାନୁଆରି ୨୧ମଧ୍ୟରେ ୧.୫୭ କୁ ହ୍ରାସ ପାଇଛି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ମାଡ୍ରାସ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଏହା ସହ ଆଗାମୀ ଦୁଇ
Read More