ଚୋରା ରେ ଚାଲୁଛି ଗୋ ଚାଲାଣ

ଚୋରା ରେ ଚାଲୁଛି ଗୋ ଚାଲାଣ

ଫୋକସ ପ୍ଲସ(ନିଶ୍ଚିନ୍ତକୋଇଲି)୧୨/୦୮/୨୦୨୨: ”ଲୁଚିଛି ନାଁ ଗୋଡ଼ ଦି’ଟା ଦିଶୁଛି” ନୀତିରେ ବେଧଡକ ଚାଲିଛି ଗୋ-ଚାଲାଣ | ଖୋଦ୍ ପୋଲିସ ର ନାକ ତଳେ ଚାଲିଛି ଗୋ-ଚାଲାଣ | ପୋଲିସ ସବୁ ଜାଣି ନଜାଣିଲା ପରି କରୁଛି ଅଭିନୟ | ଗୋ-ଚାଲାଣ ର ଖବର ପାଇ ସ୍ଥାନୀୟ ବାସିନ୍ଦା ଓ ବଜରଙ୍ଗ ଦଳ କର୍ମୀଙ୍କ ସହାୟତାରେ ଉଦ୍ଧାର ହେଲେ ୮୨ ଟି ମହିଁଷି। ଆଉ ଅନ୍ୟ ଗୋରୁ ମାନଙ୍କୁ ଅଡାଇ ନେଇ ନେଇଗଲେ ଗୋ ମାଫିଆ | କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ପୋଖରୀ ନିକଟରେ ଦୀର୍ଘ ଦିନ ରୁ ଚାଲିଛି ଗୋ-ଚାଲାଣ | ପୋଲିସ ର ତଳ ଠୁ ତାଳିପା ଅଧୀକରୀ ଙ୍କ ପାଖରେ ଖବର ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ତେଣୁ ନିଧଡକ୍ ଆଉ ବେଧଡକ ରେ ଏଠି ଚାଲିଛି ଗୋ-ଚାଲାଣ | ନିଶ୍ଚିନ୍ତକୋଇଲି ପୋଲିସ କୁ ଖବର ଦେଇ ସ୍ଥାନୀୟ ବାସିନ୍ଦା ଙ୍କ ସହ ବଜରଙ୍ଗ ଦଳ କର୍ମୀ ଙ୍କ ସହଯୋଗ ରେ ଉଦ୍ଧାର ହେଲେ ୮୨ ଟି ମହିଁଷି କୁ ଉଦ୍ଧାର କରିବା ସହିତ ଗୋରୁ ନେଉଥିବା ଦୁଇଟି କଣ୍ଟେନର ଟ୍ରକ୍ କୁ ଜବତ୍ କରିଛି ନିଶ୍ଚିନ୍ତକୋଇଲି ପୋଲିସ। |

ନିଶ୍ଚିନ୍ତକୋଇଲି ରୁ ଫାଲ୍ଗୁନୀ ପ୍ରସାଦ ପଣ୍ଡା ଙ୍କ ରିପୋର୍ଟ୍ ଫୋକସ ପ୍ଲସ୍ |

Related post

ଇରାନ ବିମାନରେ ବୋମା ବିସ୍ଫୋରଣ

ଇରାନ ବିମାନରେ ବୋମା ବିସ୍ଫୋରଣ

ଫୋକସ ପ୍ଲସ(ବ୍ୟୁରୋ): ଇରାନ ବିମାନରେ ବୋମା ବିସ୍ଫୋରଣ ପରେ ଭାରତୀୟ ବାୟୁସେନା ଜେଟଗୁଡିକ ଛଡ଼ାଯାଇଥିଲା। IAF ଏବଂ ସୁରକ୍ଷା ଏଜେନ୍ସିମାନେ ଚୀନ୍ ଅଭିମୁଖେ ଯାଉଥିବା ବିମାନକୁ ଭାରତୀୟ ବାୟୁମଣ୍ଡଳରୁ…
କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

ଫୋକସ ପ୍ଲସ(ବ୍ରହ୍ମଗିରି): ବ୍ରହ୍ମଗିରିପୁର୍ବ ବିବାଦରୁ ଓ ଆକ୍ରମଣ ଘଟଣାରେ ଦ୍ରୃବୁତ ମାନେ ଜଙ୍ଗଲରୁ କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ |ବ୍ରହ୍ମଗିରି ଥାନା ନିକଟସ୍ଥ କାଳିକା ବାଡି ଗ୍ରାମରେ ପୁର୍ବ…

ସମ୍ପନ୍ନ ହେଲା ଛତର ଯାତ୍ରା ଉତ୍ସବ

ଫୋକସ ପ୍ଲସ(ଥୁଆମୂଳ ରାମପୁର): କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ମହା ସମାରୋହରେ ଥୁଆମୂଳ ରାମପୁର ଠାରେ ସମ୍ପନ୍ନ ହୋଇଯାଇଛି। ଦୁଇ ବର୍ଷ କାଳ…

Leave a Reply

Your email address will not be published.