ମର୍ମାନ୍ତୁଦ ସଡକ ଦୃଘଟଣା, ବାଇକ ଆରୋହୀଙ୍କ ମୃତ୍ୟୁ

ମର୍ମାନ୍ତୁଦ ସଡକ ଦୃଘଟଣା, ବାଇକ ଆରୋହୀଙ୍କ ମୃତ୍ୟୁ

ଫୋକସ ପ୍ଲସ (ଢେଙ୍କାନାଳ)୨୨/୦୬/୨୦୨୨:ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ର ସୋରିସିଆ ପଦା ନିକଟ ଫରେଷ୍ଟ ଡିପାଟମେଣ୍ଟ ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୃଘଟଣା |ସୂଚନା ମୁତାବକ, ଆଜି ସକାଳ ୧୦ ଟାରେ ବାଇକ ଯୋଗେ ୩ ଜଣ ସୋରିସିଆ ରୁ ଯାଜପୁର ଅଭିମୁଖେ ଯାଉଥିଲେ |ସାମ୍ନା ପଟୁ ଏକ ନାଲି ରଙ୍ଗର କାର ଗାଡି ନମ୍ବର (OD02BV3286) ଆସି ବାଇକକୁ ଶକ୍ତ ଧକ୍କା ଦେଇଥିଲା, ଘଟଣା ସ୍ଥଳେ ଜଣଙ୍କର ମୃତ୍ୟୁ ହୋଇଥିଲା, ଅନ୍ୟ ଦୁଇ ଜଣ ରାସ୍ତାର ଏପଟେ ସେପଟେ ଛିଟିକି ପଡ଼ିଥିଲେ | ଵିକିରେ ଦୁଇ ଜଣ ଯୁବକ ଓ ଜଣେ ଯୁବତୀ ଥିଲେ |ଦୃଘଟଣା ରେ ମୃତ୍ୟୁ ବ୍ୟକ୍ତି ଜଣକ ହେଲେ ଭାଲୁ ମରା ଗ୍ରାମର ଲକ୍ଷ୍ମଣ ଭଦ୍ରା ଘଟଣା ସ୍ଥଳେ ମୃତ୍ୟୁ ଘଟିଥିଲା , ଅନ୍ୟ ଦୁଇ ଜଣ ଠୁରୁ ନାୟକ, ଓ ତୁଳସୀ ହେମ୍ରମ |ତେବେ ଦୁର୍ଘଟଣା ଘଟାଇ ଥିବା କର ଡ୍ରାଇଭର ଘଟଣା ସ୍ଥଳେ କାର ଛାଡି ଚମ୍ପଟ ମାରିଥିଲେ | ଦୁର୍ଘଟଣାରେ ବାଇକି ସମ୍ପୂର୍ଣ ଜଳିଯାଇଥିବା ସୂଚନା ମିଳିଛି | ତୁରନ୍ତ ଖବର ପାଇଁ ଗଁନ୍ଦିଆ ଥାନା ଅଧିକାରୀ ଅମ୍ବିତ ମହାନ୍ତି ଘଟଣା ସ୍ଥଳେ ପହଞ୍ଚି ଆହତ ବ୍ୟକ୍ତି ଙ୍କୁ ଆମ୍ବୁଲାନ୍ସ ଯୋଗେ ଶ୍ରୀରାମଚନ୍ଦ୍ରପୁରୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ, ଯାହା ଆମକୁ ଖବର ହସ୍ତ ଗତ ହୋଇଛି | ସେଠାରେ ଡାକ୍ତର ଠୁରୁ ଙ୍କୁ ମୃତ ଘୋଷଣା କରିଥିଲେ |

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.