ମର୍ମାନ୍ତୁଦ ସଡକ ଦୃଘଟଣା, ବାଇକ ଆରୋହୀଙ୍କ ମୃତ୍ୟୁ

ମର୍ମାନ୍ତୁଦ ସଡକ ଦୃଘଟଣା, ବାଇକ ଆରୋହୀଙ୍କ ମୃତ୍ୟୁ

ଫୋକସ ପ୍ଲସ (ଢେଙ୍କାନାଳ)୨୨/୦୬/୨୦୨୨:ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ର ସୋରିସିଆ ପଦା ନିକଟ ଫରେଷ୍ଟ ଡିପାଟମେଣ୍ଟ ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୃଘଟଣା |ସୂଚନା ମୁତାବକ, ଆଜି ସକାଳ ୧୦ ଟାରେ ବାଇକ ଯୋଗେ ୩ ଜଣ ସୋରିସିଆ ରୁ ଯାଜପୁର ଅଭିମୁଖେ ଯାଉଥିଲେ |ସାମ୍ନା ପଟୁ ଏକ ନାଲି ରଙ୍ଗର କାର ଗାଡି ନମ୍ବର (OD02BV3286) ଆସି ବାଇକକୁ ଶକ୍ତ ଧକ୍କା ଦେଇଥିଲା, ଘଟଣା ସ୍ଥଳେ ଜଣଙ୍କର ମୃତ୍ୟୁ ହୋଇଥିଲା, ଅନ୍ୟ ଦୁଇ ଜଣ ରାସ୍ତାର ଏପଟେ ସେପଟେ ଛିଟିକି ପଡ଼ିଥିଲେ | ଵିକିରେ ଦୁଇ ଜଣ ଯୁବକ ଓ ଜଣେ ଯୁବତୀ ଥିଲେ |ଦୃଘଟଣା ରେ ମୃତ୍ୟୁ ବ୍ୟକ୍ତି ଜଣକ ହେଲେ ଭାଲୁ ମରା ଗ୍ରାମର ଲକ୍ଷ୍ମଣ ଭଦ୍ରା ଘଟଣା ସ୍ଥଳେ ମୃତ୍ୟୁ ଘଟିଥିଲା , ଅନ୍ୟ ଦୁଇ ଜଣ ଠୁରୁ ନାୟକ, ଓ ତୁଳସୀ ହେମ୍ରମ |ତେବେ ଦୁର୍ଘଟଣା ଘଟାଇ ଥିବା କର ଡ୍ରାଇଭର ଘଟଣା ସ୍ଥଳେ କାର ଛାଡି ଚମ୍ପଟ ମାରିଥିଲେ | ଦୁର୍ଘଟଣାରେ ବାଇକି ସମ୍ପୂର୍ଣ ଜଳିଯାଇଥିବା ସୂଚନା ମିଳିଛି | ତୁରନ୍ତ ଖବର ପାଇଁ ଗଁନ୍ଦିଆ ଥାନା ଅଧିକାରୀ ଅମ୍ବିତ ମହାନ୍ତି ଘଟଣା ସ୍ଥଳେ ପହଞ୍ଚି ଆହତ ବ୍ୟକ୍ତି ଙ୍କୁ ଆମ୍ବୁଲାନ୍ସ ଯୋଗେ ଶ୍ରୀରାମଚନ୍ଦ୍ରପୁରୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ, ଯାହା ଆମକୁ ଖବର ହସ୍ତ ଗତ ହୋଇଛି | ସେଠାରେ ଡାକ୍ତର ଠୁରୁ ଙ୍କୁ ମୃତ ଘୋଷଣା କରିଥିଲେ |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *