ଦେଶ ବିଦେଶ

ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।

ବାଣପୁର ଜେଏମ୍ଏଫସି କୋର୍ଟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ କରିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଗତକାଲି ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଗତକାଲି ବାଣପୁର୍ ସବ୍ ଜେଲ୍‌ରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରଥମ ରାତି କାଟିଛନ୍ତି। ବିଧାୟକଙ୍କ
Read More

ଅଭିଯୁକ୍ତ ଙ୍କୁ ଗିରଫ ଦାବିରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ I

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା, ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତଳ ଛକ ଠାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ, ସୂଚନା ଅନୁଯାଇ ଦୀର୍ଘ ଦିନ ତଳେ କମେଣ୍ଟ ମରା ଓ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଦୁଇ
Read More

ଫୋକସ ପ୍ଲସର ପ୍ରଭାବ: ଖବର ପ୍ରଶାରଣ ପରେ ଚେତିଲେ ଠିକାଦାର, ବନ୍ଦ ହେଲା ଶିଶୁ ଶ୍ରମିକଙ୍କ କାର୍ଯ୍ୟ I

ମଶାଣିବନ୍ଧ-ବୁଢିପଦର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣଧୀନ ରାସ୍ତା କାମରେ ଅନିୟମିତତା ଓ ଦୁର୍ନୀତି ହେଉଥିବା ଏକ ଖବର ଫୋକସ ପ୍ଲସରେ ପ୍ରଶାରିତ ହେବାପରେ ଠିକାଦାର ଓ ଜେଇଙ୍କ ଚେତା ପସିଛି । ଏହି ରାସ୍ତାର ପୋଳ ନିର୍ମାଣ କାମରେ ଶିଶୁ ଶ୍ରମିକମାନେ
Read More

ମୁଁ ଜଣେ ସେବକ ସବୁବେଳେ ଲୋକଙ୍କ ସେବା କରିବା ମୋର ଲକ୍ଷ୍ୟ ।

ପୁରୀଜିଲ୍ଲା କାକଟପୁର ବ୍ଲକ ଅଧ୍ୟକ୍ଷ ଭାବେ ନବ ନିର୍ବାଚିତ ହୋଇଥିବା ଶ୍ରୀଧର ନାୟକ ଆଜି ଶତାଧିକ କର୍ମୀ ଗହଣରେ ମା “ମଙ୍ଗଳା ଙ୍କ ଆଜ୍ଞା ମାଳ ଆଣି ସହ ସହ କର୍ମୀ ଗହଣରେ ପଦଯାତ୍ରା କରି ପଞ୍ଚାୟତ ସମିତି ରେ ପହଞ୍ଚି
Read More

ମନ୍ଦିର ନିର୍ମାଣକୁ ନେଇ ବିବାଦୀୟ ମନ୍ତବ୍ୟ I

ଗତ ପଂଚାୟତ ନିର୍ବାଚନ ପ୍ରଚାର ବେଳେ ମନ୍ତ୍ରୀଙ୍କ ପାଖେ ପାଖେ ବୁଲି ଜୈନିକ ବ୍ୟକ୍ତିଙ୍କ ମନ୍ଦିର ଓ ପୂର୍ବତନ ସରପଞ୍ଚଙ୍କ ବିରୁଦ୍ଧରେ କଟୁ ମନ୍ତବ୍ୟ ଦେବା ଘଟଣାକୁ ନେଇ ଉତ୍ତେଜନା। ଘଟଣାଟି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ସୋମପୁର ପଞ୍ଚାୟତରେ ଦେଖିବାକୁ
Read More

ଆଜି ହେଉଛି କାକଟପୁର ମଙ୍ଗଳା ମାଙ୍କ ଚୈତ୍ର ମାସର ପ୍ରଥମ ପାଳି ପବିତ୍ର ଝାମୁଯାତ୍ରା ।

ବିଗତବର୍ଷ ଦୁଇବର୍ଷ ଧରି କରୋନା କଟକଣା ଯୋଗୁ ଚୈତ୍ର ଯାତ ପାଳି ମଙ୍ଗଳବାର ଓ ଝାମୁ ଯାତ୍ରା ରେ ଜନ ସମାଗମ ହେଉନଥିଲା କିନ୍ତୁ ଏବର୍ଷ ଭଗବତୀ ପରମେଶ୍ୱରୀ ମା ମଙ୍ଗଳାଙ୍କ କରୁଣାରୁ ଭକ୍ତଂକ ପାଇଁ ମନ୍ଦିର ଖୋଲା ହୋଇଛି ।
Read More

କାର୍ଯ୍ୟ ର ମାନକୁ ଦେଖୁନାହିଁ ବିଭାଗ I

ମାନମାନି ରେ ହେଉଛି କାର୍ଯ୍ୟ। ଠିକା ସଂସ୍ଥା ଆଉ ଠିକା ଦାର ଚଳାଇଛନ୍ତି ମନଇଚ୍ଛା କାର୍ଯ୍ୟ। ବିଭାଗୀୟ ଅଧିକାରୀ ବସିଛନ୍ତି ଅଚିନ୍ତା ରେ। ଏ ଦୁର୍ସ୍ୟ କୁ ଟିକେ ଭଲ କରି ଦେଖନ୍ତୁ। ଏଠି ଚାଷ ଜମି କୁ ପାଣି ଯିବା
Read More

ଦନ୍ତାହାତୀ ଆକ୍ରମଣରେ ଫୋରେଷ୍ଟ ଗାର୍ଡ ଙ୍କ ମୃତ୍ୟୁ I

ରାସଗୋବିନ୍ଦପୁର ରେଞ୍ଜର ଅଧିନ ଅମରଦା ଫୋରେଷ୍ଟ ବିଟ୍ ଅଧିନ ବାଉଁଶୁଳି ଠାରେ ହାତୀପଲ ଘୋଡାଇବା ସମୟରେ ଦନ୍ତାହାତୀ ଅତର୍କିତ ଆକ୍ରମଣରେ ଫୋରେଷ୍ଟ ଗାର୍ଡ ଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ରେଞ୍ଜ ବାଁସୁଳି
Read More

ଯୁଦ୍ଧ ରେ ଶିକାର ହେଉଛନ୍ତି ଶିଶୁ

ରୁଷ ୟୁକ୍ରେନ ଉପରେ ଆକ୍ରମଣ 26 ତମ ଦିନରେ ପ୍ରବେଶ କଲାବେଳେ ହସ୍ପିଟାଲର ଶଯ୍ୟାରେ ଛୋଟ ପିଲାମାନଙ୍କର ଚିତ୍ର ଅଙ୍ଗୁଳି ସହିତ ଚିତ୍ରିତ ହୁଏ | ୟୁକ୍ରେନରେ ଯୁଦ୍ଧ 26 ଦିନରେ ପ୍ରବେଶ କଲାବେଳେ 900 ରୁ ଅଧିକ ସାଧାରଣ ନାଗରିକଙ୍କ
Read More

ସ୍କୁଲରେ ଆଶ୍ରୟ ନେଇଥିବା ୪୦୦ ଶରଣାର୍ଥୀଙ୍କ ଉପରେ ଋଷ ବୋମା ବର୍ଷା ନେଇ ୟୁକ୍ରେନର ଅଭିଯୋଗ I

ୟୁକ୍ରେନର ପୋର୍ଟସିଟି ମାରିଓପୋଲରେ ଏକ ସ୍କୁଲରେ ଋଷ ସେନାର ଆକ୍ରମଣ ଅଭିଯୋଗ ଆସିଛି । ଉକ୍ତ ସ୍କୁଲରେ ପ୍ରାୟ ୪ଶହରୁ ଉର୍ଦ୍ଧ୍ବ ଶରଣାର୍ଥୀ ଆଶ୍ରୟ ନେଇଥିବା ଦାବି କାଲା ୟୁକ୍ରେନ । ହେଲେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ମୃତାହତଙ୍କ ସଂଖ୍ୟା
Read More