ଛିନ୍-ତାଇ ବେଳେ ଲୁଟେରାକୁ ଧରି ପକାଇଲେ ଲୋକେ I
ଦିଦିଙ୍କ ଠାରୁ ଛିନ୍-ତାଇ ବେଳେ ଲୁଟେରାକୁ ଧରି ପକାଇଲେ ଲୋକେ, ମାଡ଼ ପରେ ଉଦ୍ଧାର କଲା ପୋଲିସ୍ Iଅଙ୍ଗନବାଡି ଦିଦିଙ୍କ ଠାରୁ ଛିନ୍-ତାଇ ବେଳେ ଧରାପଡିଲା ଲୁଟେରା । ଘଟଣାଟି ନିରାକାରପୁର ଥାନା ଅଧିନସ୍ଥ ହରିପୁର ଗାଁ ଛକ ନିକଟରେ ଘଟିଛି
Read More