ଦେଶ ବିଦେଶ

ନାଲକୋ ରେ କାର୍ଯ୍ୟ କରୁଥିବା ସମୟରେ ଜଣେ ଉଦ୍ୟାନ ବିଭାଗର ଠିକା କର୍ମଚାରୀ ଙ୍କ ର ମୃତ୍ୟୁ ।

ଅନୁଗୋଳ ଜିଲ୍ଲା ନାଲକୋ ର ମାରଣ ନୀତି ପାଇଁ ଆଜି ପୁଣି ଜଣେ ନିରୀହ ବ୍ୟକ୍ତି ର ଜୀବନ ଯାଇଛି।ଗଛ କାଟିବାକୁ ଚଢାଇ ଦେଇ ସୁରକ୍ଷା କୁ ଭୁଲି ଦେଲେ ନାଲୋକ କତ୍ତୃପକ୍ଷ । ତେବେ ଇଲେକ୍ଟ୍ରିକ କରେଣ୍ଟ ନାଲକୋ କର୍ମଚାରୀ
Read More

240 ଟି ଅଣ୍ଡା ଦାନ କଲେ ଓଲିଭ ରିଡଲ I

୨୪୦ ଅଣ୍ଡା ଦାନ କଲେ ଦୁଇଟି ଓଲିଭ ରିଡଲେ! ଉଦୟପୁର ଓ ତାଳସାରୀ ବେଳାଭୂମି ଦ୍ଵୟର ଗାରିମାକୁ ବୃଦ୍ଧି କରୁଛନ୍ତି ଓଲିଭ ରିଡଲେ! ୨ଟି ବିଶାଳକାୟ ଓଲିଭ ରିଡଲେ ୨୪୦ଟି ଅଣ୍ଡା ଦାନ କରିଛନ୍ତି । ବନ ବିଭାଗ ପକ୍ଷରୁ ଅଣ୍ଡାର
Read More

ଡ୍ୟୁଟିରେ ଅବହେଳା କରି ହଟହଟା ହେଲେ ଶିକ୍ଷକ ।

ଏ ଗହଳି ସରକାରୀ ବିଧି ବ୍ୟବସ୍ତା ଉପରେ ଭରସା ରଖି ସରକାରି ବିଦ୍ୟାଳୟ ରେ ପାଠ ପଢାଉଥିବା ମେହେନତୀ ଗରିବ ଜନସାଧାରଣଙ୍କର। ଏ ଦୃଶ୍ୟ ହେଉଛି ଘଷିପୁରା ବ୍ଲକ୍ ଅନ୍ତର୍ଗତ ଦନେଇ ନୋଡ଼ାଲ୍ ବିଦ୍ୟାପିଠ ଖାଳିଆମେଣ୍ଟା ଗ୍ରାମର । ବିଦ୍ୟାଳୟର ଶିକ୍ଷକ
Read More

ଗ୍ରାହାକ ସାଜି ଅଳଙ୍କାର ଦୋକାନରୁ ଚୋରୀ ,ଚାରି ଗିରଫ।

ପାତ୍ରପୁର- ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ପାତ୍ରପୁର ଗ୍ରାମର ଗୋଟିଏ ଅଳଙ୍କାର ଦୋକାନରୁ ଚୋରୀ ଘଟଣାରେ ଜରଡା ପୋଲିସ ଚୋରି ଜିନିଷ ଜବତ କରିବା ସହ ତିନି ମହିଳା ସମେତ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା
Read More

ଡାକ୍ତର ପଦବୀ ପୂରଣ ନେଇ ଦାବି ଜଣାଇଲା ବିକାଶ ପରିଷଦ I

କନ୍ଦୁଝର ଜିଲ୍ଲାର ସିମାନ୍ତରେ ଥିବା ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ଇଂରେଜ ଶାସନ ସମୟ ଅର୍ଥାତ ୧୯୧୦ ମସିହାରୁ ସ୍ଥାପନ କରାଯାଇଛି । ଯେଉଁ ଚିକିତ୍ସାଳୟ ଉପରେ ପଡୋଶି ଜିଲ୍ଲାମୟୁର ଭଞ୍ଜ ଜିଲ୍ଲା ଓ ପୋଡଶି ଝାରଖଣ୍ଡ ରାଜ୍ୟରରୋଗି ଭରସା କରି ଆସୁଥିଲା
Read More

ଯୋଗାଣ ସହୟକାକୁ ଘଣ୍ଟ ଘୋଳାଉଛନ୍ତି ସରକାରୀ ବାବୁ ।

ଖବର ପ୍ରସାରଣ ପରେ ମିଳିଲା ରାସନ ସାମଗ୍ରୀ କିନ୍ତୁ ଘଣ୍ଟ ଘୋଳାଉଛନ୍ତି ସରକାରୀ ବାବୁ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଗ୍ରାମ ପଞ୍ଚାୟତ ହଂସରାଡ଼ି, ବଡ଼ଢ଼ିହ ଓ ରାଧାମୋହନ ପୁର ଗ୍ରାମ ପଲି ଅଞ୍ଚଳରେ ଯୋଗାଣ ସହାୟକା ରଞ୍ଜିତା
Read More

ରାଧାକୃଷ୍ଣ ମନ୍ଦିରରେ ନୂତନ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ବିଶ୍ୱଶାନ୍ତି ପଞ୍ଚ ମହାଯଜ୍ଞ I

ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଦିଗାପଡ଼ା ପଞ୍ଚାୟତ ର ରେଙ୍ଗିଟିପଲ୍ଲୀ ଗ୍ରାମରେ ରାଧାକୃଷ୍ଣ ମନ୍ଦିର ର ରତ୍ନମୁଦ୍ରା, ମନ୍ଦିର ଏବଂ ନୂତନ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ଆଜି ଠାରୁ ଆରମ୍ଭ ହୋଇଛି ବିଶ୍ୱଶାନ୍ତି ପଞ୍ଚ ମହାଯଜ୍ଞ ଯଥା ଜ୍ଞାନଯଜ୍ଞ, ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ
Read More

ବୋମା ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ I

ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମନେଇ ବାଲି ଘାଟ ବୋମା ମାଡ଼ ଘଟଣା ରେ ବିଂଝାରପୁର ପୋଲିସ ମୁଖ୍ୟ ଅଭିଯୁକ୍ତ ଗିରିଧାରୀ ମଲିକ ଓରଫ (ଟେରା)ଓ ତାହାର ସହଯୋଗୀ ବିଷ୍ଣୁ ମଳିକ ଓ ସୁରେନ୍ଦ୍ର ମଲିକ କୁ ଗିରଫ କରି କୋର୍ଟ
Read More

ନାବାଳିକାର ଅଶ୍ଳୀଳ ଭିଡିଓ ଭାରାଇଲ କରି ଚାରି ମହିଳାଙ୍କ ସମେତ ଜଣେ ପୁରୁଷ ଗିରଫ ।

ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ୍ପିଭି – ୮୧ ଗ୍ରାମର ଜଣେ ନାବାଳିକା ଚଳିତ ମାସ ଗତ ୨୩ ତାରିଖରେ ନିଜ ମାମୁ ଘରଏମ୍ପିଭି- ୪୫ ଗ୍ରାମକୁ ଯାଇଥିଲେ | ସେହି ଦିନ ରାତି ରେ ଅଭିଯୁକ୍ତ
Read More

କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଓ କର୍ମଚାରୀ ଫେଡେରେସନଙ୍କ ମିଳିତ ଆହ୍ଵାନରେ ଅନୁଗୋଳ ଜିଲ୍ଲାରେ ସର୍ବ ଭାରତୀୟ ସାଧାରଣ ଧର୍ମ ଘଟ

କେନ୍ଦ୍ର ସରକାରଙ୍କ, ଶ୍ରମିକ, କୃଷକ ଓ ଜନ ବିରୋଧୀ ନୀତି ଓ ଘରୋଇ କରଣ ପଦକ୍ଷେପ ବିରୁଦ୍ଧରେ ୧୦ଟି କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଓ କର୍ମଚାରୀ ଫେଡେରେସନଙ୍କ ମିଳିତ ଆହ୍ଵାନରେ ଅନୁଗୋଳ ଜିଲାର ବିଭିନ୍ନ ଜାଗାରେ ଦୁଇ ଦିନିଆ ସର୍ବ ଭାରତୀୟ
Read More